୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ। ସେ ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବିଲ୍ ପାସ୍ କରି ଦେବା ପାଇଁ … Read More

ମାଛ ଓ ମାଂସ ଦୋକାନରେ ସିଏମସିର ଚଢ଼ାଉ

  କଟକର ରାସ୍ତାକଡ଼ରେ ଥିବା ମାଛ ଓ ମାଂସ ଦୋକାନରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ବିଜୁପଟ୍ଟନାୟକ ଛକ ସହ ବିଭିନ୍ନ ଛକରେ ସିଏମସି ଏନଫୋର୍ସମେଣ୍ଟ ଟିମ୍ ଏହି ଚଢ଼ାଉ କରିଛି। ସିଏମସି ଡେପୁଟି କମିଶନରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରଯାଇଛି। … Read More

ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ, : ସ୍ପଷ୍ଟ କଲା ବିଜେଡି

  ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ … Read More

ଯଦି ପ୍ରଥମ ଯୋଜନା ଫେଲ ହୋଇଥାନ୍ତା, ପ୍ଲାନ ବି’ ର ବ୍ୟବହାର କରିଥାଆନ୍ତେ

  ଲୋକସଭାର ସୁରକ୍ଷାବଳୟକୁ ଭେଦ କରି ହଙ୍ଗା କରିଥିବା ଅନୁପ୍ରବେଶକାରୀଙ୍କ ପାଖରେ ପ୍ଲାନ ବି ରହିଥିଲା। ଯଦି ତାଙ୍କର ପ୍ରଥମ ଯୋଜନା ଫେଲ ମାରି ଥାଆନ୍ତା, ତା’ହେଲେ ସେମାନେ ପ୍ଲାନ ବିର ବ୍ୟବହାର କରି ଥାଆନ୍ତେ। କିନ୍ତୁ ପ୍ରଥମ ଯୋଜନାକୁ ବ୍ୟବହାର … Read More

ମାଡ୍ରାସ ହାଇକୋର୍ଟ ଆଇପିଏସ୍‌ ଅଧିକାରୀଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ

  ଚେନ୍ନାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଆଗତ ଏକ ଅବମାନନା ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ ଜି ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍‌ … Read More

ଘର ଭିତରେ ଜେନେରେଟର ଲଗାଇବା ହେଲା କାଳ, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ

  ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ। ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ । ଢେଙ୍କାନାଳ କଣ୍ଟାବଣିଆ ଥାନା ମାନପୁର ଗାଁର ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଟାଭାଟିରେ ଅଘଟଣ । ଦୁଇ ଜଣ ଶ୍ରମିକ ରାତିରେ … Read More

କୋର୍ଟ ପରିସରରେ ହତ୍ୟା ଅଭିଯୁକ୍ତକୁ ଗୁଳି କରି ହତ୍ୟା

  କୋର୍ଟ ପରିସରରେ ଚାଲିଛି ଗୁଳି। ବିହାରର ରାଜଧାନୀ ପାଟନାରେ ଥିବେ ଗୋଟିଏ କୋର୍ଟ ପରିସରରେ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଏହି ଗୁଳିମାଡ଼ରେ ଜଣେ ବିଚାରଧୀନ କଏଦ ପ୍ରାଣ ହରାଇଛନ୍ତି। ପୁଲିସ୍‌ ସମ୍ମୁଖରେ ଗୁଳି ମାଡ଼ ହୋଇଥିଲେ ହେଁ କେହି … Read More

ଟ୍ଵିନସିଟିରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା … Read More

ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ରାଗିଲେ ରାଜ୍ୟସଭା ଅଧ୍ୟକ୍ଷ

  ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗର ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ … Read More

ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

  ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ  ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ।  ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ … Read More