ଘର ଭିତରେ ଜେନେରେଟର ଲଗାଇବା ହେଲା କାଳ, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ

Spread the love

 

labour

ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ। ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ । ଢେଙ୍କାନାଳ କଣ୍ଟାବଣିଆ ଥାନା ମାନପୁର ଗାଁର ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଟାଭାଟିରେ ଅଘଟଣ । ଦୁଇ ଜଣ ଶ୍ରମିକ ରାତିରେ ଜେନେରେଟର ଲଗାଇ ଶୋଇଥିବା ବେଳେ ଶ୍ବାସରୁଦ୍ଧ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନି।

 

Leave a Reply

Your email address will not be published. Required fields are marked *