ଅଂଶୁପା ଡାକବଙ୍ଗଳାରେ ରାଜ୍ୟପାଳ ରଘୁବର ଦାସଙ୍କ ଦରବାର
ବାଙ୍କୀ : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ଅଂଶୁପା ପୂର୍ତ୍ତ ଡାକବଙ୍ଗଳାରେ ଗୁରୁବାର ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟପାଳ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା … Read More