ଟେଲି ଆଇନ ସେବାରେ ୬୨ ଲକ୍ଷ ଉପକୃତ, ଓଡିଶାରୁ ୨ ଲକ୍ଷ ୩୯ ହଜାର

ଭୁବନେଶ୍ୱର : ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ନିଃଶୁଳ୍କ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୧୭ରେ ଆରମ୍ଭ ହୋଇଥିବା ଟେଲି-ଆଇନ ସେବା ସଫଳତା ହାସଲ କରୁଛି। ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଉତ୍ତରରେ ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ … Read More

ଓଡ଼ିଶାରେ ଲୋକେ ଭୟର ବାତାବରଣରେ ରହୁଛନ୍ତି: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଭୁବନେଶ୍ବର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ହେବାକୁ ଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେବାକୁ ଯାଇଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ … Read More

ସରୁନି ଦୁଇ ସ୍ମାର୍ଟସିଟିର ୧୧ ପ୍ରକଳ୍ପ: ୨୦୨୪ ଜୁନ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ରାଉରକେଲା: ୨୦୧୬ ମସିହାରେ ରାଜ୍ୟରେ ଦୁଇଟି ସହର ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ବି ଦିଆଗଲା। ତେବେ ବର୍ଷ ବର୍ଷ ବିତିଲାଣି; କିନ୍ତୁ ସ୍ମାର୍ଟ ସିଟି … Read More

ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ

ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଇନ୍ଦି ପୁର ଗ୍ରାମର ୨ … Read More

ନକଲି ସୁନାରେ ଅସଲି ଠକେଇ… ଦୁଇ ଗିରଫ

ବଲାଙ୍ଗୀର : ନକଲି ସୁନା ଦେଇ ଅସଲି ଟଙ୍କା ଠକେଇ। ଏପରି ଏକ ଠକେଇ ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ସଦର ଥାନା ପୁଲିସ। ଏହି ଅଭିଯୋଗରେ ପୁଲିସ୍‌ ଦୁଇ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ … Read More

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରଳକ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର … Read More

୨୪ ପାଇଁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ଅନେକ ସମୟ ବାକି ରହିଛି। କିଏ ଟିକେଟ ପାଇବେ, କାହା ଟିକେଟ କଟିବ ସେନେଇ ସେମିତି କିଛି ଆଲୋଚନା ସାଧାରଣରେ ଆରମ୍ଭ ହୋଇନାହିଁ। ଏସବୁ ପାଇଁ ଆହୁରି ଢେର ସମୟ ଥିବା … Read More

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି; ଗଲାଣି ୪ ଜୀବନ, ଶତାଧିକ ଆକ୍ରାନ୍ତ

ରାଉରେକଲା : ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଶତାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ୨ ଦିନରେ ୪ ଜଣ ଆଖି ବୁଜିଲେଣି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାଯାଇଛି।ରାଉରକେଲାର … Read More

‘ଗାନ୍ଧି ପରିବାରର ATM ଥିଲେ ଧୀରଜ ସାହୁ’

ଭୁବନେଶ୍ବର: ଗାନ୍ଧି ପରିବାରର ATM ଥିଲେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ। ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଧୀରଜଙ୍କୁ ବ୍ୟବହାର କରୁଥିଲେ ଗାନ୍ଧି ପରିବାର। ଆଜି କିଛି ଏଭଳି ଢଙ୍ଗରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ କଡ଼ା ସମାଲୋଚନା … Read More

ଯାଜପୁରରେ ଲୁଚିଥିଲା କଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌

ଯାଜପୁର : ଯାଜପୁରରେ ଲୁଚିଥିଲା କଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ବର୍ଷ ଧରି ନିଜକୁ ଡାକ୍ତର ସଜେଇ ରହୁଥିଲା ସଇଦ ଈଶାନ ବୁଖାରୀ। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଛି। ଏସ୍‌ଟିଏଫ୍‌ … Read More