ଗାୟକ ଓ ଗୀତିକାର ଅଖୁ ଅପହୃତ

ମଣିପୁରର ଜଣାଶୁଣା ଗାୟକ ଓ ଗୀତିକାର ଅଖୁ ଚିଙ୍ଗଙ୍ଗବମଙ୍କୁ ଅପହରଣ କରାଯାଇଛି। କିଛି ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ଶୁକ୍ରବାର ଜାତୀୟ ଗଣମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି। ମିଳଥିବା ସୂଚନା ଅନୁଯାୟୀ, ତାଙ୍କ ମା’ ଓ ପତ୍ନୀଙ୍କ … Read More

ଜେଡିୟୁ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁରେ ହୋଇଛି ବଡ଼ ପରିବର୍ତ୍ତନ । ଶେଷରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ। ତାଙ୍କ ବଦଳରେ ପାର୍ଟିର କମାଣ ସମ୍ଭାଳିବେ ନୀତୀଶ କୁମାର। ଆଜି ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁର ରାଷ୍ଟ୍ରୀୟ … Read More

ମମତା ଓ ଉଦ୍ଧବ ଏକାକୀ ୨୦୨୪ ନିର୍ବାଚନ ଲଢ଼ିବାକୁ ଚାହୁଛନ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ ବ୍ଳକ୍‌’ର କିଛି ସହଯୋଗୀ ଏକାକୀ ନିର୍ବାଚନ ଲଢ଼ିବା ସହ ନିଜ ନିଜ ରାଜ୍ୟରେ ଆସନ ‘ବୁଝାମଣା’ କରିବାକୁ ରାଜି ନହେବାର ସଙ୍କେତ ଦେବା ପରେ ବିରୋଧୀ … Read More

ମୋବାଇଲ ମାନିଆ ମହିଳା; ସ୍ୱାମୀଙ୍କ ଆଖିରେ ଭୁଷିଦେଲେ କଇଁଚି

ମୋବାଇଲ ମାନିଆ ମହିଳା ଭୁଲିଗଲେ ସମ୍ପର୍କର ମୂଲ୍ୟ। ସାମାନ୍ୟ ମୋବାଇଲ ପାଇଁ ଘରେ ଘଟାଇଲେ ରକ୍ତପାତ । ଏପରିକି ମୋବାଇଲ ଆଗରେ ତୁଚ୍ଛ ଲାଗିଲେ ସ୍ୱାମୀ । ଫଳରେ ମୋବାଇଲ ମାଗୁଥିବା ମ୍ବାମୀଙ୍କ ଆଖିରେ କଇଁଚି ଭୁଷିବାକୁ ପଛାଇଲେ ନାହିଁ। … Read More

କାନାଡ଼ାରେ ହିନ୍ଦୁ ବ୍ୟବସାୟୀଙ୍କୁ ଟାର୍ଗେଟ, ଘର ଉପରକୁ ଆଖିବୁଜା ଫାୟାରିଂ

କାନାଡ଼ାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ । କାନାଡ଼ାରେ ଥିବା ଜଣେ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ଆଖିବୁଜା ଗୁଳିମାଡ଼ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ … Read More

ଇସ୍ରାଏଲ ଦୂତାବାସ ‘ବିସ୍ଫୋରଣ’: ମିଳିଲା ଷଡ୍‌ଯନ୍ତ୍ରର ପ୍ରମାଣ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତିନି ଦିନର ତଦନ୍ତ ପରେ ଦିଲ୍ଲୀ ପୁଲିସ ଏକ ଏଫଆଇଆର ରୁଜୁ କରିବାକୁ ଯୋଜନା କରୁଛି। କାରଣ ସେମାନେ ରାଷ୍ଟ୍ରଦୂତଙ୍କୁ ଧମକ ଦେବା ପାଇଁ ଷଡଯନ୍ତ୍ର … Read More

ଘରୁ ବାହାରିଲା ୫ ପରିବାର ସଦସ୍ୟଙ୍କ କଙ୍କାଳ

ପ୍ରାୟ ୪ ବର୍ଷ ପୂର୍ବେ ଏକ ପରିବାରର ୫ ସଦସ୍ୟଙ୍କୁ ଦେଖିଥିଲେ ପାଖପଡ଼ୋଶୀ। ଏହାପରେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନ ଥିଲା। ଦୀର୍ଘ ୪ ବର୍ଷ ପରେ ଉକ୍ତ ଘରୁ ପରିବାରର ୫ ସଦସ୍ୟଙ୍କ କଙ୍କାଳ ଉଦ୍ଧାର ହୋଇଛି। … Read More

ରାଜ୍ୟସଭାରେ ଆପର ନେତା ହୋଇପାରିବେ ନାହିଁ ରାଘବ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟି (ଏଏପି) ର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ରାଘବ ଚଢାଙ୍କୁ ନିଯୁକ୍ତ କରିବା ପାଇଁ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ଅନୁରୋଧକୁ ଖାରଜ … Read More

ଆଇପିଏସ ସ୍ତରରେ ପଦୋନ୍ନତି, ଡିଆଇଜି ହେଲେ ୬ ଆଇପିଏସ

ଭୁବନେଶ୍ବର: IPSଙ୍କ ପଦୋନ୍ନତି ହୋଇଛି। ୫ IPSଙ୍କୁ IG ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୬ IPSଙ୍କ DIG ଭାବେ ପଦୋନ୍ନତି ହୋଇଛି। ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ୫ IPS ଅଫିସର ୨୦୦୬ ବ୍ୟାଚ୍‌ର। DIG ଅନୁପ ସାହୁ ଆଇଜି … Read More

ଲକ୍ଷ୍ମୀ ମାଝୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ … Read More