କାର ଉପରେ ଓଲଟି ପଡ଼ିଲା ଟ୍ରକ, ଗୋଟିଏ ପରିବାରର ୪ ମୃତ

ଘନ କୁହୁଡ଼ି ମଧ୍ୟରେ କାର୍‌କୁ ଓଭରଟେକ କରୁଥିବା ଟ୍ରକ ଯୋଗୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଓଭରଟେକ ବେଳେ ଲୁହା ଓ ଟିଣ ବୋଝେଇ ଟ୍ରକଟି ଗୋଟିଏ କାର୍‌ ଉପରେ ଓଲଟି ପଡ଼ିଛି। ଏଥିଯୋଗୁ କାର ମଧ୍ୟରେ ଥିବା ଗୋଟିଏ ପରିବାରର … Read More

ବୁଦ୍ଧେଶ୍ୱରୀ କଲୋନୀରେ ବିରୋଧ ଘଟଣା; କ୍ଷୋଭର ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର: ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିବା ବେଳେ କିଛି ଲୋକ ଆସି  ତାଙ୍କ କାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବା ପରେ ଅପରାଜିତା ଷଡ଼ଙ୍ଗୀ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ … Read More

ଫେବୃଆରୀରେ ପଡ଼ିଥାଆନ୍ତା ହାତଗଣ୍ଠି, କିନ୍ତୁ ତା’ ପୂର୍ବରୁ ଟଳି ପଡ଼ିଲେ କନଷ୍ଟେବଳ

ମାଡ଼ି ଆସିଛି ଦୁଃଖର ପାହାଡ଼। କ୍ଷଣିକେ ଚୂରମାର ହୋଇଯାଇଛି ସବୁ ସ୍ୱପ୍ନ। ଯେଉଁ ଘରେ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା, ସେଠି ଆଜି ସମସ୍ତେ କାନ୍ଦୁଛନ୍ତି। ବାହାଘର ବଦଳରେ ଶବ ସତ୍କାର ପାଇଁ ଚାଲିଛି ପ୍ରସ୍ତୁତି। କାରଣ ଫେବୃଆରୀ ମାସରେ ବାହା … Read More

ଗର୍ଭବତୀଙ୍କୁ ୩ କିମି କାନ୍ଧରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡା : ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା । ୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି … Read More

ଫ୍ରାନ୍ସରୁ ଫେରିଲେ ୨୭୬ ଭାରତୀୟ

ଫ୍ରାନ୍ସରେ ଅଟକ ବିମାନ ୪ ଦିନ ପରେ ଶେଷରେ ଭାରତ ମାଟିରେ ପହଞ୍ଚିଛି। ଗତକାଲି ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ବିମାନ ଆଜି ଭୋରରୁ ମୁମ୍ବାଇରେ ଲ୍ୟାଣ୍ଡ କରିଛି। ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ମାନବଚାଲାଣ ସନ୍ଦେହରେ ଫ୍ରାନ୍ସରେ … Read More

ଜାନୁଆରୀରେ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତାମାସ ଜାନୁଆରୀରେ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଲ୍ଲେଖନୀୟ ଭିତ୍ତିଭୂମି ପ୍ରକଳ୍ପ ଏହି ଅଞ୍ଚଳରେ ପରିବର୍ତ୍ତନ ଆଣିବ, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଓଡ଼ିଶାର ଦୁର୍ଗମ ଜିଲ୍ଲାକୁ ଦେଶର … Read More

ଜୀବନ ଯୁଦ୍ଧରେ ହାରିଗଲେ ସେନା ଅଧିକାରୀ, ୮ ବର୍ଷ ହେଲା କୋମାରେ ଥିଲେ

ଦୀର୍ଘ ୮ ବର୍ଷ ହେଲା ଜୀବନ ସହ ଲଢ଼େଇ କରୁଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସିଂହ ନାଟ୍ଟ ଶେଷରେ ହାରି ଯାଇଛନ୍ତି। ଟେରିଟୋରିଆଲ ଆର୍ମି(ଟିଏମ) ପାଇଁ କାମ କରୁଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ୨୦୧୫ରୁ କୋମାରେ ରହିଥିଲେ। ଜମ୍ମୁ-କଶ୍ମୀରର କୁପୱାଡାରେ … Read More

କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ୯ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକଙ୍କୁ ନଆସିବାକୁ ରାଜନଗର ବନବିଭାଗ … Read More

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜଣାପଡ଼ିଛି ଯେ ମିଶନ … Read More

‘ହିନ୍ଦୁ ଧର୍ମ ନୁହେଁ ଧୋକା, କିଛି ଲୋକଙ୍କ ପାଇଁ ଏହା ଧନ୍ଦା’

‘ହିନ୍ଦୁ ଧର୍ମ ନୁହେଁ ଧୋକା। ଏହା କିଛି ଲୋକଙ୍କ ପାଇଁ ଧନ୍ଦା।’ ହିନ୍ଦୁ ଧର୍ମକୁ ନେଇ ପୁଣି ଥରେ ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ଅଖିଲେଶ ଯାଦବଙ୍କ ଚେତାବନୀ ପରେ … Read More