୧୮ ରେ ଜାଗା ମିଶନ ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜାଗା ମିଶନରେ ଉପକୃତ ହେବେ ଭୂମିହୀନ ବସ୍ତିବାସିନ୍ଦା। ସେମାନଙ୍କୁ ଭୂମି ଅଧୀକାର ପ୍ରମାଣପତ୍ର ପ୍ରଦାନ କରିବେ ରାଜ୍ୟ ସରକାର। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ … Read More