ଅକାଳରେ ଚାଲିଗଲେ ଓଡ଼ିଆ ନୌସେନା ଯବାନ୍‌ ଜନ୍‌ସନ୍‌

ଆଠଗଡ଼  : ବୋଧହୁଏ ଦୁଃଖ ଏମିତି ଅଚାନକ ଆସେ । ଗାଁ ସରା ଲୋକ ରୁଣ୍ଡ ହୋଇଛନ୍ତି କାହାକୁ ଅପେକ୍ଷା କରି । କିଛି ସମୟ ପୂର୍ବରୁ ଅଶୁଭ ଖବରଟିଏ ଆସିଥିଲା । ନୌବାହିନୀରେ ଥିବା ଗାଁର ପୁଅ ଜନ୍‌ସନ୍‌ ଆଉ ଏ … Read More

ନକଲି ଯୁକ୍ତ ୨ ସାର୍ଟିଫିକେଟ୍ ମାମଲାରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର ବୋଲି … Read More

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା … Read More

ସିବିଆଇ ଚାର୍ଜଶିଟ୍‌ରେ ବଡ଼ ଦାବି: ଶିଖମାନଙ୍କୁ ମାରିବା ପାଇଁ ଜଗଦୀଶ ଟାଇଟଲର ଉସକାଇଥିଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ଅଡ଼ୁଆ ବଢ଼ିଛି। ୩୯ ବର୍ଷ ପୁରୁଣା ଶିଖ ଦଙ୍ଗା ଘଟଣାରେ ସିବିଆଇ ତାଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଛି। ଜଗଦୀଶ ଟାଇଟଲର ହିଁ ଶିଖମାନଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉସକାଇଥିଲେ। ଦିଲ୍ଲୀର … Read More

ପୁଣି ଡରାଇଲାଣି କରୋନା: ନୂଆ ଭାରିଏଣ୍ଟ ‘ଇରିସ’ ବ୍ୟାପୁଛି

ନୂଆଦିଲ୍ଲୀ : ପୁଣିଥରେ ଖବରକୁ ଫେରିଛି ମହାମାରୀ କରୋନା। ଏହାର ନୂଆ ଭାରିଏଣ୍ଟ EG.5.1 ଏବେ ବ୍ରିଟେନରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଓମିକ୍ରନ ପ୍ରଜାତିର ଏହି ଭାରିଏଣ୍ଟ ଦ୍ରୁତ ଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚୁ ଥିବାରୁ ବ୍ରିଟେନ … Read More

ବିଶ୍ବ ତୀରନ୍ଦାଜି: ଇତିହାସ ରଚିଲା ଭାରତ, ସ୍ବର୍ଣ୍ଣ ଜିତିବାରେ ଅଦିତି ସର୍ବକନିଷ୍ଠ, ଜ୍ୟୋତିଙ୍କୁ କାଂସ୍ୟ, ଓଜାସଙ୍କୁ ପୁରୁଷ ମୁକୁଟ

ବର୍ଲିନ: ଏଠାରେ ଚାଲିଥିବା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାରେ ଶନିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତରୁ ଭାରତକୁ ୨ ସ୍ବର୍ଣ୍ଣ ସହ ଗୋଟିଏ କାଂସ୍ୟ ଆସିଛି। ଭାରତର ଅଦିତି ଗୋପୀଚାନ୍ଦ ସ୍ବାମୀ ଓ ଜ୍ୟୋତି ସୁରେଖା … Read More

ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ୍‌, ଲୋକସଭା ସଦସ୍ୟତା ପଦ ହରାଇବେ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ରାମ ଶଙ୍କର କଠେରିଆଙ୍କୁ ବଡ଼ ଝଟକା। ୨୦୧୧ ମସିହା ମାରପିଟ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ମଧ୍ୟ ମିଳିଛି। ଆଗ୍ରାରେ ଥିବା ସାଂସଦ/ବିଧାୟକ କୋର୍ଟର … Read More

୬୬ଟି ଦୋକାନର ତାଲା ଭାଙ୍ଗି ଟମାଟୋ ଓ ଅଦା ଲୁଟିନେଲେ ଚୋର

ରାଞ୍ଚି: ଟମାଟୋ ଓ ଅଦାର ମୂଲ୍ୟ ଏବେ ବି ଆକାଶଛୁଆଁ ହୋଇ ରହିଛି | ଏହି ଦୁଇଟିର ମୂଲ୍ୟ କମିବାର ନାମ ନେଉନାହିଁ | ଟମାଟୋ ଓ ଅଦାର ମୂଲ୍ୟ ଖାଉଟିଙ୍କୁ ବାଧୁଥିବାବେଳେ ଏବେ ଏହି ଦୁଇଟି ନେବାକୁ ଚୋର ମଧ୍ୟ … Read More

“ରାହୁଲଙ୍କୁ ଡରିଗଲେ କେନ୍ଦ୍ର ସରକାର” ସଂଜୟ ରାଉତଙ୍କ ସମାଲୋଚନା

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି ସୁପ୍ରିମ୍ କୋର୍ଟ। ଏହା ସତ୍ତ୍ବେ ତାଙ୍କ ସାଂସଦ ପଦ ଫେରସ୍ତ ହେଉନଥିବାରୁ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି … Read More

ନୀତୀଶ କୁମାର ହୋଇପାରନ୍ତି ସଂଯୋଜକ, ସୋନିଆଙ୍କୁ ମିଳିପାରେ ଅଧ୍ୟକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ; ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ’ (ଇଣ୍ଡିଆ)ର ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି | କୁହାଯାଉଛି ଯେ ଏହି ବୈଠକରେ ୨୬ଟି ବିରୋଧୀ ଦଳ ଏକାଠି ଆଲୋଚନା … Read More