ନୂଆ ଟିମ ଘୋଷଣା କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି | ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି | ବିଜେପି ରାଜ୍ୟ ସଭାପତି ୩୫ ଜଣିଆ ତାଲିକା ଜାରି … Read More

ତଲାବିରା କୋଇଲା ଖଣି ଘୋଟାଲା ମାମଲା: ୮ ବର୍ଷ ପରେ ହେବ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଆବେଦନର ଶୁଣାଣି

୮ ବର୍ଷ ପରେ ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆବେଦନ କରିଥିବା ମାମଲାର ଶୁଣାଣି। କୋଇଲା ଘୋଟାଲା ମାମଲାରେ ମାର୍ଚ୍ଚ ୨୦୧୫ରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରିଥିଲେ ମନମୋହନ ସିଂହ। … Read More

ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡ଼ିହା ଗାଁ ନିକଟରେ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଗୋଟିଏ ଟ୍ରକ ଜଳିବା ସହ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି … Read More

ସୀମା ଭାରତରେ ପଶିବା ଘଟଣାରେ ୨ ସୁରକ୍ଷା କର୍ମୀ ନିଲମ୍ବିତ

ନେପାଳ ରାସ୍ତା ଦେଇ ଭାରତରେ ପଶିଥିବା ପାକିସ୍ତାନର ସୀମା ହୈଦରଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନି। ସୀମା ଅବୈଧ ରୂପେ ନେପାଳ ନେଇ ଭାରତରେ ପ୍ରବେଶ କରିଥିବା ବେଳେ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। … Read More

ବନ୍ୟା ସ୍ଥିତି ପାଇଁ ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସବୁ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ … Read More

ଚେତନଙ୍କ ପତ୍ନୀଙ୍କ ଚାଞ୍ଚଲ୍ୟକର ବୟାନ – ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ

‘ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ। ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଦୀର୍ଘ ଦିନ ହେଲା ସେ ଏହି ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ବି ଚାଲିଛି।’ ଗତ ୩୧ ତାରିଖରେ ମୁମ୍ବାଇରେ  ଚଳନ୍ତା ଜୟପୁର-ମୁମ୍ବାଇ ଟ୍ରେନରେ ଗୁଳି … Read More

ମହାନଦୀରେ ୨୦ ଫୁଟର ଘାଇ, ଚାଲିଛି ମରାମତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ଜିଲ୍ଲାର ତେରମାଣପୁର, ପୋଟସାହି ଓ ମଠ ସାହି … Read More

ଜଳିଲା ମଣିପୁର; ସୈନ୍ୟ ଶିବିର ଉପରେ ଆକ୍ରମଣ ପରେ ଗୁଳି, ବାରୁଦ ଲୁଟ୍‌

ପୁଣି ଥରେ ଜଳି ଉଠିଛି ମଣିପୁର। ରାଜ୍ୟର ବିଷ୍ଣୁପୁର ସମେତ ବହୁ ଜାଗାରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି । ଫଳରେ ପୁଣି ଥରେ ମଣିପୁର ଅଶାନ୍ତ ହେବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ … Read More