ଜି-୨୦ ପାଇଁ ଭାରତ ଆସିବେନି ପୁଟିନ

ଭାରତର ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ … Read More

ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ, ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ

ବ୍ରହ୍ମପୁର:୫ଟି ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ୫ଟିଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧ କରିଛନ୍ତି ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲେ ହେଁ … Read More

ନିର୍ବାଚନରେ ହେରଫେର ମାମଲା; ଟ୍ରମ୍ପ ଗିରଫ, ୨୦ ମିନିଟ୍‌ରେ ମୁକୁଳିଲେ

ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗିରଫଦାରୀର ମାତ୍ର ୨୦ ମିନିଟ୍‌ ପରେ ଟ୍ରମ୍ପଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି। ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ପହଞ୍ଚିବା … Read More

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

  ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ … Read More

ଚନ୍ଦ୍ରଯାନ-୩ର ସଫଳ ଅବତରଣ; ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ସୃଷ୍ଟି ହୋଇଛି ଖୁସିର ମାହୋଲ। ଭାରତ ଏବଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରତ୍ୟେକ ଭାରତୀୟ ଗର୍ବିତ ଅନୁଭବ କରୁଥିବା ବେଳେ … Read More

ନଦୀରୁ ବାଲି ଉଠାଉଥିବା ବେଳେ ମାଡ଼ି ଆସିଲା ପାଣି, ଭାସିଗଲେ ୨ ଶ୍ରମିକ

ରାୟଗଡ଼ା: ନଦୀରୁ ବାଲି ଉଠାଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଶ୍ରମିକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁଡ଼ିଙ୍ଗଗୁଡ଼ା ଗାଁ ନିକଟରେ ଘଟିଛି ଏହି … Read More

ପୁରୀ ଟାଉନ୍‌ରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀ ଟାଉନ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍‌କାଉଣ୍ଟର। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ଆହତ ହୋଇଛି। ପିନୁର ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ହସ୍ପିଟାଲରେ ଭର୍ତ୍ତି … Read More

ବିଦ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସିଆଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସିଆଳିଆ ଗାଁର ରାକେଶ ପରିଡ଼ା (୧୯)। ଆଜି ସକାଳ ୧୦ଟା ବେଳେ … Read More

ଟ୍ରକ୍‌କୁ ଓଭରଟେକ୍ ବେଳେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

ଟ୍ରକ୍‌କୁ ଓଭରଟେକ୍ କରିବା ପଡ଼ିଲା ମହଙ୍ଗା। ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁ ନିକଟରେ। ମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ … Read More

ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଜଣେ ଓଡ଼ିଆ ଉଦ୍ୟମୀ ଶାକ୍ୟସିଂହ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥାକୁ ନେଇ ଲିଖିତ ଏକ କବିତା ପଢିବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି … Read More