ବିଶ୍ବ ଦରବାରରେ ଲଜ୍ଜିତ ହେଲା ପାକିସ୍ତାନ, ମିଳିତ ଜାତିସଂଘରେ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କଲା ଭାରତ

ନ୍ୟୁୟର୍କ : ପୁଣି ବିଶ୍ୱ ଦରବାରରେ ଖୋଲିଲା ପାକିସ୍ତାନର ଆତଙ୍କୀ ଚେହେରା । ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କରିଛି ଭାରତ । ଅପରେସନ ସିନ୍ଦୂରରେ ଭାରତ ଉପରେ ପାକିସ୍ତାନର ବିଜୟ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ … Read More

ମିଶର ଡେଲ୍ଟାରେ ଅଗ୍ନିକାଣ୍ଡ: ଭୁଶୁଡ଼ିଲା କୋଠା, ୧୧ ମୃତ ଓ ୩୩ ଆହତ

କାଇରୋ: ଗତକାଲି ମିଶରର ନୀଳ ଡେଲ୍ଟା ଅଞ୍ଚଳରେ ଘଟିଥିଲା ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ପରେ ଏକ କୋଠା ଭୁଶୁଡ଼ି ପଡ଼ିବାର ସୂଚନା ମଧ୍ୟ ମିଳିଛି । ଏଥିସହ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୩୩ ଜଣ ଆହତ ହୋଇଥିବା ଅଧିକାରୀମାନେ … Read More

ଓଡିଶା ମାଟିରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ଆରମ୍ଭ କଲେ BSNL 4G ସେବା

ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କରି ଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା … Read More

ଆକାଶରେ ଆଉ ଗର୍ଜିବନି ମିଗ୍ ୨୧, ଭାରତୀୟ ସେନାରୁ ନେବ ଅବସର

ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର … Read More

ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା, ପହିଲାରୁ ଲାଗୁ ହେବ ଟ୍ରମ୍ପଙ୍କ ୧୦୦% ଶୁଳ୍କ

ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ … Read More

ଜାତିସଂଘରେ ଇଂଲିଶରେ ଭାଷଣ ଦେଇ ଅପଦସ୍ତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଭାରତକୁ ଅନେକ ସମୟରେ ଧମକ ଦେଇଆସୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଜାତିସଂଘରେ ଶୁକ୍ରବାର ଅପଦସ୍ତ ହୋଇଛନ୍ତି। ଇଂଲିଶରେ ଭାଷଣ ଦେବା ସମୟରେ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। କାରଣ ଭାଷଣ ଦେବା ବେଳେ ସେ ଅନେକ … Read More

ନମାଜ ପାଠ ପରେ ବରେଲୀରେ ହିଂସା, ଲାଠିମାଡ଼ କଲା ପୁଲିସ

ଉତ୍ତରପ୍ରଦେଶର ବରେଲିରେ ଶୁକ୍ରବାର ନମାଜ ପାଠ ପରେ ହିଂସା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ମୁସଲମାନମାନେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ଉପରକୁ ପଥର ମାଡ଼ କରିବାରୁ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଛି। ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ମିଳିଛି। … Read More

ନାଟୋ ମୁଖ୍ୟଙ୍କ ଦାୟିତ୍ଵହୀନ ମନ୍ତବ୍ୟକୁ ନିନ୍ଦା କଲା ଭାରତ

ନାଟୋ ମୁଖ୍ୟ ମାର୍କ ରୁଟ୍‌ଙ୍କ ଦାୟିତ୍ଵହୀନ ମନ୍ତବ୍ୟର ଦୃଢ଼ ନିନ୍ଦା କରିଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଶୁଳ୍କ ଲାଗୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିଥିବା ରୁଟ୍‌ କହିଥିଲେ। … Read More

କାରଖାନା ଛାତ ଭୁଶୁଡି ୬ ଶ୍ରମିକ ମୃତ

ଛତିଶଗଡ଼ : ରାୟପୁରର ଏକ ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ଫ୍ୟାକ୍ଟ୍ରି ନିର୍ମାଣ ବିଭାଗର ଛାତ ଭୁଶୁଡି ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୬ ଜଣ ମଧ୍ୟ ଗମ୍ଭୀର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ନିର୍ମାଣ ବିଭାଗର ଛାତ … Read More

ଲଦାଖ ହିଂସା: ସୋନମ ୱାଙ୍ଗଚୁକ ଗିରଫ, ମୋବାଇଲ ଇଣ୍ଟରନେଟ ସେବା ବନ୍ଦ

ଲଦାଖ : ଲେହ ହିଂସା ମାମଲାରେ ସୋନମ ୱାଙ୍ଗଚୁକ ଗିରଫ । ଜାତୀୟ ସୁରକ୍ଷା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖକୁ  ପୂର୍ଣ୍ଣ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗ ରହିଛି … Read More