ବିହାର ନିର୍ବାଚନ: ତେଜସ୍ଵୀ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର: ବିହାର ନିର୍ବାଚନ ପାଇଁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛନ୍ତି। ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ବିରୋଧୀ ମେଣ୍ଟ ଦଳଗୁଡ଼ିକ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବି ତେଜସ୍ଵୀ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହା … Read More

ଟ୍ରେନ ଲାଇନ ପାର ହେବା ବେଳେ ଚାଲିଗଲା ୪ ଜୀବନ

ପାଟନା: ମେଳା ଦେଖି ଫେରୁଥିବା ବେଳେ ଚାଲିଗଲା ପରିବାରର ସମସ୍ତଙ୍କ ଜୀବନ । ବିହାରର ବେଗୁସରାଇରେ ଏକ ବଡ଼ ଦୁର୍ଘଟଣା । ଟ୍ରେନ୍ ଧକ୍କାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ବାପା, ମା ଏବଂ ଦୁଇ ଝିଅ ଅଛନ୍ତି । ଗୋଟିଏ … Read More

ମୁମ୍ବାଇ ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । … Read More

ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ

ଉତ୍ତରାଖଣ୍ଡ : କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆଜିଠାରୁ ୬ ମାସ ଯାଏଁ କପାଟ ବନ୍ଦ ରହିଛି । ଆଜି ସକାଳ ୮.୩୦ରୁ ବନ୍ଦ ରହିଛି କପାଟ । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ … Read More

ଦିଲ୍ଲୀରେ ଏନକାଉଣ୍ଟର, ୪ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର ଗ୍ୟାଙ୍ଗଷ୍ଟର । ଏମାନେ ବିହାରରେ ହେବାକୁ ଥିବା ବିଧାନସଭା … Read More

୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ରାଞ୍ଚି ପୋଲିସ; ଡ୍ରୋନ୍ ଦ୍ବାରା ପାକିସ୍ତାନରୁ ଆଣୁଥିଲେ ଅସ୍ତ୍ରଶସ୍ତ୍ର

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସେମାନେ ପ୍ରକାଶ କରିଛନ୍ତି ଯେ ରାଜ୍ୟରେ କାର୍ଯ୍ୟ କରୁଥିବା କୁଖ୍ୟାତ ଅପରାଧୀମାନେ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଉଥିଲେ। ଏହି ମାମଲାରେ ରାଞ୍ଚି ପୋଲିସର ଏକ … Read More

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ନଭେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ ଭୈରବ ବାଟାଲିୟନ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଆସନ୍ତା ନଭେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ ଭୈରବ ବାଟାଲିୟନ । ପ୍ରଥମ ଥର ପାଇଁ ଆସନ୍ତା ମାସ ୧ ତାରିଖରେ ଗୋଟିଏ ବାଟାଲିୟନ ମୁତୟନ ହେବ। ଏନେଇ ସୂଚନା ଦେଇଛନ୍ତି ପଦାତିକ … Read More

ଏସଆଇଆର ପ୍ରସ୍ତୁତି ସାରିବାକୁ CEOଙ୍କୁ ନିର୍ଦେଶ

ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ(ECI)ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସମ୍ମିଳନୀ ଗୁରୁବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ(IIIDEM) ଠାରେ ସମାପ୍ତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ … Read More

ଭାରତ ସାମୁଦ୍ରିକ ସପ୍ତାହରେ ପାରାଦୀପ ବନ୍ଦର ସ୍ୱାକ୍ଷର କରିବ ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର

ନୂଆଦିଲ୍ଲୀ ମୁମ୍ବାଇରେ ହେବାକୁ ଥିବା ଭାରତ ସାମୁଦ୍ରିକ ସପ୍ତାହରେ ପାରାଦୀପ ବନ୍ଦର ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିବ। ଜାହାଜ ନିର୍ମାଣ ଓ ମରାମତି, ବନ୍ଦର ଆଧୁନିକୀକରଣ, ସ୍ମାର୍ଟ ବନ୍ଦର ପଦକ୍ଷେପ, ବ୍ୟବସାୟ ବିକାଶ ଏବଂ ସବୁଜ ହାଇଡ୍ରୋଜେନ୍ … Read More

ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ

ନୂଆଦିଲ୍ଲୀ: କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି। ଅନେକ ସମୟ ଧରି ଚାଲିଆସୁଥିବା ଗ୍ୟାଙ୍ଗ୍ ୱାର ଯୋଗୁଁ ଏହି ଗୁଳିମାଡ ହୋଇଛି। ରୋହିତ ଗୋଦାରାଙ୍କ ଗ୍ୟାଙ୍ଗ୍ ସହ … Read More