ଆସନ୍ତାକାଲି ଠାରୁ ୧୨ ରାଜ୍ୟରେ SIR ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ: ନିର୍ବାଚନ କମିଶନ

ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ ଏସଆଇଆରର ସଫଳତା ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର … Read More

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଲାଗି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ କଲେ CJI ବିଆର ଗଭାଇ

ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ବିଆର ଗଭାଇ । ନଭେମ୍ବର ୨୪ରେ ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଭାବେ ଶପଥ ନେଇପାରନ୍ତି । ଆସନ୍ତା … Read More

ମୁମ୍ବାଇରୁ ଧରାପଡ଼ିଲେ ୬ ସଂଦିଗ୍ଧ ଆଫଗାନ ନାଗରିକ

ମୁମ୍ବାଇ: ମୁମ୍ବାଇ ପୁଲିସ ସୋମବାର ଛଅ ଜଣ ସଂଦିଗ୍ଧ ଆଫଗାନ ନାଗରିକଙ୍କୁ ଗିରଫ କରିଛି। ସେମାନେ ସମସ୍ତେ ଜାଲ କାଗଜପତ୍ର ଆଧାରରେ ମୁମ୍ବାଇରେ ରହୁଥିଲେ। ପଚରାଉଚରା ସମୟରେ ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ, ଯାହା ଫଳରେ ପୁଲିସ … Read More

ବଦଳିଲା ଉତ୍ତରପ୍ରଦେଶ ମୁସ୍ତାଫାବାଦର ନାଁ, ନୂଆ ନାମ ହେବ କବୀରଧାମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲଖିମପୁର-ଖିରି ଅନ୍ତର୍ଗତ ମୁସ୍ତାଫାବାଦ ଗ୍ରାମର ନାମ ପରିବର୍ତ୍ତନ କରାଯାଇଛି । ଏବେ ଏହି ଗାଁର ନୂଆ ନାମ ହେବ କବୀରଧାମ । ଏ ନେଇ ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, … Read More

ଦଳ ବିରୋଧୀ କାମ ପାଇଁ ୪ ନେତାଙ୍କୁ ବହିଷ୍କାର କଲା ବିଜେପି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ- ୨୦୨୫ ପୂର୍ବରୁ ବିଜେପି ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ୪ଜଣ ନେତାଙ୍କୁ ଛଅ ବର୍ଷ ପାଇଁ ବହିଷ୍କାର କରିଛି। ଏମାନଙ୍କ ମଧ୍ୟରେ କହଲଗାଓଁ ବିଧାନସଭା ଆସନରୁ ପବନ ଯାଦବ, ବାହାଦୁରଗଞ୍ଜ ଆସନରୁ ବରୁଣ ସିଂହ, … Read More

ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ, ବଢ଼ିଲେ ୩୦% ଶ୍ବାସରୋଗୀ

ନୂଆଦିଲ୍ଲୀ : ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ଶ୍ବାସରୋଗୀଙ୍କ ବ୍ୟତୀତ ଗର୍ଭବତୀଙ୍କୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ … Read More

ଡିସେମ୍ବରରୁ ଉତ୍ତରାଖଣ୍ଡକୁ ଆସୁଥିବା ବାହାର ରାଜ୍ୟ ଗାଡ଼ିଠାରୁ ନିଆଯିବ ଗ୍ରୀନ ଟ୍ୟାକ୍ସ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସରକାର ପର୍ଯ୍ୟାବରଣ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପରିବହନ ବିଭାଗ ଅଧିକାରୀଙ୍କ … Read More

ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ୫ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରତାପଗଢ, କୁଶୀନଗର ଏବଂ ଆଗ୍ରାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲିଯାଇଛି । ଏଥିରେ ଜଣେ ମହିଳା ଥାନା ଅଧିକାରୀ, ଦୁଇ ଭାଇ, ଦାଦ-ପୁତୁରା ଏବଂ ଜଣେ ପୋଲିସ କର୍ମୀ ରହିଛନ୍ତି । ଦୁର୍ଘଟଣା … Read More

ଆଜିଠାରୁ ଭାରତ-ଚୀନ ମଧ୍ୟରେ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ : ଆଜିଠୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ବିମାନ ଉଡ଼ାଣ । ଚୀନ୍ ଏୟାରଲାଇନର … Read More

ଆଫଗାନିସ୍ତାନକୁ ପାକିସ୍ତାନର ଧମକ, ଶାନ୍ତି ଚୁକ୍ତି ବିଫଳ ହେଲେ ସିଧାସଳଖ ଯୁଦ୍ଧ

ଆଫଗାନିସ୍ତାନକୁ ପାକିସ୍ତାନର ଖୋଲା ଧମକ। ଇସ୍ତାନବୁଲ ଶାନ୍ତି ଚୁକ୍ତି ବିଫଳ ହେଲେ ଆଫଗାନିସ୍ତାନ ସହ ସିଧାସଳଖ ଯୁଦ୍ଧ । ତାଲିବାନ ସରକାରକୁ ଏଭଳି ଚେତାବନୀ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ଇସ୍ତାନବୁଲରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ … Read More