ଦକ୍ଷିଣ-ପୂର୍ବ ଏସିଆରେ ତାଣ୍ଡବ ରଚିଛି ବାତ୍ୟା ସେନ୍ୟାର, ନେଲାଣି ୬ଶହ ଜୀବନ

ନୂଆଦିଲ୍ଲୀ: ୬ଶହ ଜୀବନ ନେଲାଣି ଭୟଙ୍କର ବାତ୍ୟା ସେନ୍ୟାର ।  ଓଡ଼ିଶା ଆସିଲାନି ସିନା ଦକ୍ଷିଣ-ପୂର୍ବ ଏସିଆରେ ଭୟଙ୍କର ବିଭୀଷିକା ରଚିଛି ସେନ୍ୟାର । ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମାଲେସିଆରେ ବାତ୍ୟା ପ୍ରଭାବରେ ହୋଇଥିବା ଭୟଙ୍କର ବନ୍ୟା ଓଭୂସ୍ଖଳନରେ ପ୍ରାୟ ୬ଶହ ଲୋକଙ୍କ … Read More

ଇତିହାସ ରଚିଲା କିଜିଲେଲ୍ମା ଡ୍ରୋନ୍, ବିଶ୍ୱର ପ୍ରଥମ ଦେଶ ଭାବେ ତୁର୍କୀକୁ ସଫଳତା

ନୂଆଦିଲ୍ଲୀ: ଇତିହାସ ରଚିଲା ତୁର୍କୀର କିଜିଲେଲ୍ମା ଡ୍ରୋନ ।  ତୁର୍କୀର ମାନବବିହୀନ ଯୁଦ୍ଧ ବିମାନ ବା ଡ୍ରୋନ୍ ‘କିଜିଲେଲ୍ମା’ (KIZILELMA) ଏକ ଐତିହାସିକ ସଫଳତା ହାସଲ କରିଛି ।  ଏହି ଡ୍ରୋନ୍ ଟି ଆକାଶ ମାର୍ଗରେ ଉଡୁଥିବା ଏକ ଦ୍ରୁତଗାମୀ ଟାର୍ଗେଟ୍ ବିମାନକୁ … Read More

ଭାରତୀୟଙ୍କ ସପକ୍ଷରେ ଏଲନ ମସ୍କ, ଆମେରିକା ସରକାରଙ୍କ ପଦକ୍ଷେପକୁ କଲେ ବିରୋଧ

ନୂଆଦିଲ୍ଲୀ: ଟେସଲା, ସ୍ପେସଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ଏକ ଆମେରିକୀୟ ପୋଡକାଷ୍ଟ ରେ ଦେଇଥିବା ଉତ୍ତର ରୁ ଜଣା ପଡିଛି ଯେ ଭାରତୀୟଙ୍କ ଭିସା ବିରୁଦ୍ଧରେ ଆମେରିକା ସରକାରଙ୍କ ପଦକ୍ଷେପକୁ ସହ ସେ ସହମତ ନୁହନ୍ତି । ମସ୍କ କହିଛନ୍ତି ଯେ ଆମେରିକାକୁ … Read More

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ: ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବ୍ୟଙ୍ଗତ ସାଂସଦଙ୍କ ଉର୍ଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଦିବ୍ୟଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ୧ମିନିଟ ନିରବ … Read More

ବେଲୁଚିସ୍ତାନରେ ୨୪ ଘଣ୍ଟାରେ ୭ ସ୍ଥାନରେ ବିସ୍ଫୋରଣ

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ସ୍ଥାନରେ ବିସ୍ଫୋରଣ ଘଟିଛି। କ୍ବେଟା ଓ ଦେରା ମୁରାଦ ଜାମାଲି ଭଳି ସ୍ଥାନକୁ ଟାର୍ଗେଟ କରି ବିଦ୍ରୋହୀ ସଂଗଠନ ପକ୍ଷରୁ ବିସ୍ଫୋରଣ ଘଟାଯାଇଛି। ତେବେ ଏଥିରେ କେହି ମୃତ … Read More

ଦୁଇ ବସ ମୁହାଁମୁହିଁ: ୭ ମୃତ, ୪୦ ଆହତ

ତାମିଲନାଡୁ: ତାମିଲନାଡୁରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ସରକାରୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ଶିବଗଙ୍ଗା ଜିଲା … Read More

ଦନ୍ତେୱାଡ଼ାରେ ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ … Read More

ବଢିଲା ଏସ୍‌ଆଇଆର୍‌ ପ୍ରକ୍ରିୟା ଅବଧି: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ ସୂଚନା ମିଳିଛି। ଚଳିତ ଏସ୍‌ଆଇଆର୍‌ ପ୍ରକ୍ରିୟା ତାରିଖ ସଂଶୋଧ ବୃଦ୍ଧି ହୋଇଛି। ବର୍ତ୍ତମାନ୍ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଆର୍‌ ଫର୍ମ ପୂରଣ କରିପାରିବେ। ବର୍ତ୍ତମାନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ … Read More

ଡିଟୱା ଅପଡେଟ: ଦକ୍ଷିଣ ଭାରତରେ ବିମାନ ଓ ରେଳସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଭାରତ ମୁହାଁ ଅଗ୍ରସର ହେଉଛି ବାତ୍ୟା ଡିଟୱା । ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଅତି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ସ୍ଥାନ ପ୍ରଭାବିତ ହେଉଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି  । … Read More

କାଲିଫର୍ନିଆରେ ଭୟଙ୍କର ଗୁଳିକାଣ୍ଡ, ୪ ମୃତ ଓ ୧୯ ଆହତ

କାଲିଫର୍ନିଆ : ୱାଶିଂଟନରେ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ଉପରେ ଆକ୍ରମଣର ୩ ଦିନ ପରେ କାଲିଫର୍ନିଆର ଷ୍ଟକଟନ୍‌ରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ପାଇବା … Read More