ଅପରେସନ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୯ ତମ ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମ। ଏହା ଚଳିତ ବର୍ଷର ମନ କି ବାତର ଶେଷ ଏପିସୋଡ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ୨୦୨୫ ମସିହାରେ ଭାରତର ଗର୍ବର ମୁହୂର୍ତ୍ତଗୁଡ଼ିକୁ ମନେ … Read More

ଅବଧି ଶେଷ ହୋଇଥିଲେ ଡ୍ରାଇଭିଂ ଲାଇସେନ୍ସକୁ ବୈଧ ବିବେଚନା କରାଯିବନି

ନୂଆଦିଲ୍ଲୀ: ଅବଧି ଶେଷ ହୋଇସାରିଥିବା ଡ୍ରାଇଭିଂ ଲାଇସେନ୍ସକୁ କୌଣସି ପରିସ୍ଥିତିରେ ବୈଧ ବିବେଚନା କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଜଷ୍ଟିସ ଏହସାନୁଦ୍ଦିନ ଅମନୁଲ୍ଲା ଓ ଜଷ୍ଟିସ ଏସ.ଭି.ଏନ.ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ … Read More

ଇଣ୍ଡିଗୋରେ ପରିଚାଳନାଗତ ବିଭ୍ରାଟ ମାମଲା: ଡିଜିସିଏଙ୍କୁ ତଦନ୍ତ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ: ଚଳିତମାସ ପ୍ରାରମ୍ଭରେ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋରେ ଯେଉଁ ପରିଚାଳନାଗତ ବିଭ୍ରାଟ ସୃଷ୍ଟି ହୋଇଥିଲା ସେଥିଯୋଗୁଁ ବିଭିନ୍ନ ବିମାନବନ୍ଦରରେ ସହସ୍ରାଧିକ ଯାତ୍ରୀଙ୍କୁ ଅକଥନୀୟ ଦୁର୍ଦଶା ଭୋଗିବାକୁ ପଡିଥିଲା। ଏହି ପରିପ୍ରେକ୍ଷୀରେ ଡିସେମ୍ବର ୫ରେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ … Read More

ଭୂକମ୍ପ ଝଟକାରେ ଥରିଲା ତାଇୱାନ, ତୀବ୍ରତା ୭.୦

ତାଇପେଇ : ଭୂକମ୍ପ ଝଟକାରେ ଥରିଲା ତାଇୱାନ ରାଜଧାନୀ ତାଇପେଇ । ଶନିବାର ବିଳମ୍ବିତ ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୦ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ ପ୍ରାୟ … Read More

ହାଇଦ୍ରାବାଦ ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ପୁଲିସ ଶନିବାର ଚାର୍ଜଶିଟ୍‌ ଦାଖଲ କରିଛି। କୋର୍ଟରେ ଦାଖଲ ହୋଇଥିବା ୧୦୦ ପୃଷ୍ଠାର ଚାର୍ଜଶିଟ୍‌ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାମ ରହିଛି। ମାମଲାର ୧୧ ନମ୍ବର ଅଭିଯୁକ୍ତ ହେଉଛନ୍ତି … Read More

ମନରେଗା ଆଇନ ଉଚ୍ଛେଦକୁ ବିରୋଧ, ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରିବ କଂଗ୍ରେସ । ଏନେଇ ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ କମିଟି … Read More

ବାଂଲାଦେଶରେ ଗାୟକ ଜେମ୍ସଙ୍କ କନସର୍ଟରେ ଆକ୍ରମଣ, ୨୦ ଆହତ

ବାଂଲାଦେଶ: ଷ୍ଟେଜ୍ ଉପରେ ବର୍ଷିଲା ଇଟା ପଥର ।  ବାଂଲାଦେଶର ଏକ କନସର୍ଟ ଉପରେ ଆକ୍ରମଣ । ବନ୍ଦ ରହିଲା ଲୋକପ୍ରିୟ ବାଂଲାଦେଶୀ ସିଙ୍ଗର ଜେମସଙ୍କ କନସର୍ଟ । ଢାକା ଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଫରିଦପୁରରେ ଘଟିଛି ଘଟଣା … Read More

ନାଇଜେରିଆରେ ISIS କ୍ୟାମ୍ପ ଧ୍ବଂସ, ବହୁ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଆମେରିକା ଆକ୍ରମଣରେ ISIS ଆତଙ୍କବାଦୀଙ୍କ ନାଇଜେରିଆ ସଂଗଠନ ଧ୍ବଂସ  । ନାଇଜେରିଆର ସୋକୋଟୋ ପ୍ରଦେଶରେ ଥିବା ISIS କ୍ୟାମ୍ପ ଧ୍ବସଂ ହୋଇ ଯାଇଛି। ସୂଚନା ଦେଇଛି ଆମେରିକା ସେନା । ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ  ହୋଇଛନ୍ତି । ତେବେ ଏହାର … Read More

ଆମେରିକାରେ ଭୀଷଣ ତୁଷରପାତ, ୧୮୦୦ରୁ ଅଧିକ ଫ୍ଲାଇଟ୍ ବାତିଲ

ନୂଆଦିଲ୍ଲୀ: ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ ।  ଭୀଷଣ ତୁଷରପାତ ଯୋଗୁ ବାତିଲ ହୋଇଛି ପ୍ରାୟ ୧୮୦୨ ଟି ବିମାନ ।  ଶୀତକାଳୀନ ଝଡ଼ ଡେଭିନ୍ ଯୋଗୁଁ ବିଭିନ୍ନ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି ।  ଗତକାଲି ଅପରାହ୍ଣ ପ୍ରାୟ … Read More

ନୂଆବର୍ଷ ପରଠାରୁ ଆହୁରି ବଢିବ ସୁନା ଦର !

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି । କିମ୍ବା ଏବେ ସୁନା କିଣୁ ନାହାଁନ୍ତି ଭାବୁଛନ୍ତି କିଛି ଦିନ ପରେ କମିଯିବ ଆଉ ପରେ କିଣିବେ ତେବେ ଏହି ଖବର ଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆପଣଙ୍କର ଏପରି … Read More