‘କୋଟି କୋଟି ନେଉଛନ୍ତି, ନିଷ୍ଠା ନାହିଁ’:ଗାଭାସ୍କର

ମୁମ୍ବାଇ: ଆଇପିଏଲ୍‌ରେ ଖେଳୁଥିବା ବିଦେଶୀ ଖେଳାଳିମାନଙ୍କ ନିଷ୍ଠା ଉପରେ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତି ବ୍ୟାଟର୍‌ ତଥା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ସେ କହିଛନ୍ତି ଯେ ବିିଦେଶୀ ଖେଳାଳିମାନେ କୋଟି କୋଟି ଟଙ୍କା ନେଉଛନ୍ତି, କିନ୍ତୁ ନିଜ ଦଳ ପାଇଁ … Read More

ଭୋଟର ତାଲିକାରୁ ନାଁ ଗୁଡ଼ିକୁ ଉକୁଣି ପରି ବାଛି କଢ଼ାଯାଇଛି: ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଏସ୍‌ଆଇଆର ( ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ମତୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ଜାଣିଶୁଣି କାଟି ଦିଆଯାଇଛି। ନଦିଆ ଜିଲ୍ଲାର ଚକଦାହାରେ ଏକ … Read More

ଯୁଦ୍ଧ ପ୍ରଭାବ: ୧୦ହଜାର ବିମାନ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଭାରତର ବିମାନ ଚଳାଚଳ ଶିଳ୍ପକୁ ଗୁରୁତର ପ୍ରଭାବିତ କରିଛି। ଯୁଦ୍ଧ ଆରମ୍ଭ ହେବା ପରେ ଆକାଶ ମାର୍ଗରେ କଟକଣା ଲାଗିଥିବାରୁ ଭାରତୀୟ ଏୟାରଲାଇନ୍‌ଗୁଡ଼ିକ ୧୦ହଜାର ଉଡ଼ାଣ ବାତିଲ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ … Read More

ଉତ୍ତରବଙ୍ଗରେ ଟିଏମ୍‌ସି-ବିଜେପି ମୁହାଁମୁହିଁ ଲଢ଼େଇ:ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ୫୪ ଆସନ

କୋଲକାତା: ଉତ୍ତରବଙ୍ଗରେ ଚା ରାଜନୀତି ପୁଣିଥରେ ଜୋରଦାର ହୋଇଛି। ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର ଗଠନରେ ଉତ୍ତରବଙ୍ଗର ୫୪ ବିଧାନସଭା ଆସନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ଅଞ୍ଚଳର ପ୍ରସିଦ୍ଧ ଚା ପରି, ଏଠାକାର ନିର୍ବାଚନୀ ସ୍ୱାଦ ସମୟ, ପରିସ୍ଥିତି ଏବଂ … Read More

ପୁଡ଼ୁଚେରୀରେ ଜିତିଲେ ପୂର୍ଣ୍ଣ ରାଜ୍ୟ ମାନ୍ୟତାର ପ୍ରତିଶ୍ରୁତି ଦେଲା କଂ‌ଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ପୁଡ଼ୁଚେରୀବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ପୁଡ଼ୁଚେରୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ। ଲସ୍ପେଟ୍‌ରେ ଏକ … Read More

ଆସାମରେ ମୋଦୀଙ୍କ ମାରାଥନ ପ୍ରଚାର

କୋଲକାତା: ବିଧାନସଭା ନିର୍ବାଚନକୁ ନେଇ ଦେଶରେ ରାଜନୀତି ଚଳଚଞ୍ଚଳ ଥିବାବେ‌ଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆସାମରେ ମାରାଥନ ପ୍ରଚାର କରିଛନ୍ତି। ମୋଦୀ ଆସାମରେ ସୋମବାର ତିନିଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମର ପ୍ରତି ଜିଲ୍ଲା ଓ … Read More

‘ଟ୍ରମ୍ପ ପାଗଳ’- ଆମେରିକୀୟ ନେତା

ୱାଶିଂଟନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଆକ୍ରମଣ ଏବଂ ଯୁଦ୍ଧବିରତି ସମ୍ପର୍କରେ ଲଗାତାର ପରିବର୍ତ୍ତନଶୀଳ ବୟାନ ଯୋଗୁଁଁ ରାଷ୍ଟ୍ରପତି ଟ୍ରମ୍ପ ସାରା ବିଶ୍ୱରେ ଉପହାସର ପାତ୍ର ହୋଇଛନ୍ତି। ଏହି ପରିସ୍ଥିତି ଆମେରିକାର ଅନ୍ତର୍ଜାତୀୟ … Read More

ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି; ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ବିଧାନସଭା ଭିତରେ ପଶିଲା ଗାଡି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ସୋମବାର ଏକ ବଡ଼ ସୁରକ୍ଷା ତ୍ରୁଟି ଦେଖାଦେଇଛି। ଏକ ଅଜଣା କାର ଦିଲ୍ଲୀ ବିଧାନସଭା ପରିସରରେ ପ୍ରବେଶ କରିଥିଲା। ଗାଡିଟି ମୁଖ୍ୟ ଫାଟକ ଦେଇ ପ୍ରବେଶ କରିବା ପାଇଁ ଧକ୍କା ଦେଇଥିଲା, ଯାହା ଫଳରେ କର୍ମଚାରୀ … Read More

ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ

ତେହେରାନ: ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ । ଇରାନର ସରକାରୀ ଗଣମାଧ୍ୟମ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ, ମେଜର ଜେନେରାଲ ସୟଦ … Read More

୫ ରାଜ୍ୟରୁ ୬୫୦ କୋଟି ଜବତ

ନୂଆଦିଲ୍ଲୀ:ଆସନ୍ତା ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନକୁ ଅବାଧ ଓ ନିଷ୍ପକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଆକ୍ସନ ମୋଡ୍ରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ନଗଦ ଟଙ୍କା, ମଦ ଏବଂ … Read More