ସଫଳ ହେଲା ଭାରତର ‘ଅଗ୍ନି’ ପରୀକ୍ଷଣ, ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର
ନୂଆଦିଲ୍ଲୀ: ଶତ୍ରୁ ଶିବିରରେ କମ୍ପନ । ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ । ଏବେ ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର । ଭାରତର ସାମରିକ ଶକ୍ତିରେ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ଯୋଡ଼ି ହୋଇଛି । ଓଡ଼ିଶା … Read More
