ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ । ରେଡ୍ … Read More

ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ

ବାରିପଦା: ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଦୁଇ ମୃତ । ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବ୍ୟାଟେରୀ ଚାଳିତ ଅଟୋକୁ ସ୍କର୍ପିଓ ଧକ୍କା ଦେଇଛି । ଘଟଣାସ୍ଥଳରେ … Read More

ଓଡ଼ିଶା ସ୍ୱାସ୍ଥ୍ୟସେବା ନିୟମରେ ହେବ ପରିବର୍ତ୍ତନ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ (ମେଥଡ୍‌ ଅଫ୍‌ ରିକ୍ୟୁଟ୍‌ମେଣ୍ଟ ଆଣ୍ଡ କଣ୍ଡିସନ୍‌ସ ଅଫ୍‌ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍‌ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି … Read More

କଟକରେ ଖୋଲିଲା ସର୍ବ ବୃହତ ବିଜୁ ପଟ୍ଟନାୟକ ପାର୍କ, ଅଛି ଦେଢ଼ କିଲୋମିଟରର ସିନ୍ଥେଟିକ୍ ରନିଂ ଟ୍ରାକ୍

କଟକ: କଟକରେ ଖୋଲିଲା ସର୍ଵ ବୃହତ ବିଜୁ ପଟ୍ଟନାୟକ ପାର୍କ । ୨୬ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମାଣ ପରେ ସୋମବାର ଦିନ ଏହି ପାର୍କକୁ ଲୋକାର୍ପିତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ଯେ ଏହି … Read More

୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ, ଗଜଉଦ୍ଧାରଣ ନୀତି ପାଇଁ କାର୍ଯ୍ୟ ସ୍ଥଗିତ

ପୁରୀ : ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ ସମ୍ପର୍କିତ ବିଶେଷ ନୀତି ଥିବାରୁ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ଯ ବନ୍ଦ ରହିବ । ଠିକ ସମୟରେ ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ … Read More

ଉତ୍ତମ ମହାନ୍ତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ସୁଧୁରୁଛି ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା । ଅନେକ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ଉତ୍ତମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହରି ଭିତରେ ବର୍ଷିୟାନ ଅଭିନେତା … Read More

ବିବାହ କରିବାକୁ ପୁଅର ଜିଦ୍, ବିରୋଧ କରିବାରୁ ବାପାର ନେଇଗଲା ଜୀବନ

ବଡ଼ବିଲ :  କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବାଂଶପାଣି ଅଞ୍ଚଳରେ ହତ୍ୟାକାଣ୍ଡ । ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ ହୋଇଯାଇଛି । ମୃତକ ଯୋଡ଼ା ଥାନା ବାଂଶପାଣି ଅଞ୍ଚଳର ଅଜୟ ସେଠୀ ବୋଲି ଜଣାପଡିଛି । ହତ୍ୟାକାଣ୍ଡ ସଂପର୍କରେ … Read More

ଆସିଲା ଦଶମ ଆଡମିଟ୍‌ କାର୍ଡ

କଟକ: ଆସନ୍ତ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡମଟି କାର୍ଡ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ମାଟ୍ରିକ ସମେତ ଏସଓଏସସି ଏବଂ … Read More

ବାରବାଟୀରେ ଲାଇଟ କଟିବା-ଟିକେଟ କଳାବଜାରୀ ପ୍ରସଙ୍ଗ: ସରକାରଙ୍କୁ ଦାୟୀ କଲେ ତାରା ବାହିନୀପତି

ଭୁବନେଶ୍ବର: ବାରବାଟୀରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ସମୟରେ ଲାଇଟ କଟିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସରକାର ଏଥିପାଇଁ ଦାୟୀ। ମୁଁ ଏହାକୁ ନିନ୍ଦା କରୁଛି। ଓଡ଼ିଶାର କଥା ବାହାରେ … Read More

ଷଣ୍ଢ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ସୋମବାର ଦିନ ଏକ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ବାରିମୁଣ୍ଡା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ରବିବାର ମହିଳାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା … Read More