ବଣାଇ କରମପଦା-ରେଞ୍ଜଡ଼ା ରେଳ ଧାରଣା ଉଡ଼ାଇଲେ ମାଓବାଦୀ
ରାଉରକେଲା : ରେଳ ଧାରଣା ଉଡ଼ାଇଲେ ମାଓବାଦୀ । ବଣାଇ କରମପଦା-ରେଞ୍ଜଡ଼ା ରେଳ ଧାରଣାରେ ବିସ୍ଫୋରଣ । ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଳ ଧାରଣା ଉଡ଼ାଇଲେ । ମାଓବାଦୀଙ୍କ ସହିଦ ସପ୍ତାହରେ ଅଘଟଣ ଘଟାଇଛନ୍ତି ମାଓବାଦୀ। ଏଥିରେ ରେଳବାଇର ଜଣେ ଗ୍ୟାଙ୍ଗମ୍ୟାନ୍ ଏତୱା … Read More
