୧୮୩ ହୋମଗାର୍ଡ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ, ଏୟାରଷ୍ଟ୍ରିପରେ ବସି ଦେଲେ ଲିଖିତ ପରୀକ୍ଷା
ସମ୍ବଲପୁର : ୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ । ସମ୍ବଲପୁର ଜିଲ୍ଲାରେ ହୋମ ଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ । ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ଏକାଠି ଲିଖିତ ପରୀକ୍ଷା ଦେଇଛନ୍ତି ଆଶାୟୀ । ୧୮୩ ହୋମଗାର୍ଡ ପଦବୀ … Read More
