୫ କିମି ବାଟ ଚାଲି ଲୋକଙ୍କ ସମସ୍ୟା ବୁଝିଲେ ବିଡିଓ
ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ । … Read More
ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ । … Read More
ଭୁବନେଶ୍ୱର : ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ୪ ଦିନିଆ ରିମାଣ୍ଡରେ ଯିବେ ଶଙ୍କର, ସୁରେଶ ଓ ସାଗର । ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ମିଳିଛି । ଝାରପଡ଼ା କାରାଗାରରୁ ୩ … Read More
ସୋର : ରାସ୍ତାରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା । ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ଭୟଭୀତ ଗାଁଲୋକେ । ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ବାଉଁଶଗଢିଆ ପଞ୍ଚାୟତ କଳମୁଚୁଆ ଗାଁରେ ହାତୀ … Read More
କଣ୍ଟାମାଳ : ଦହିବରା ଖାଇ ୭୦ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରର ଏ ଘଟଣା । ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି … Read More
ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଦେଇଛନ୍ତି ସୂଚନା। ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ … Read More
ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ପଦୋନ୍ନତି ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିଅମ। ଗୁରୁବାର ଅନୁଷ୍ଠିତ କଲେଜିଅମ ବୈଠକରେ ଏହି ସୁପାରିସ କରାଯାଇଛି। ଜଷ୍ଟିସ ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। … Read More
ବାଲିଗୁଡା : ଏମିତି ବି ଆସେ ମୃତ୍ୟୁ l ଅମୃତ ଭଣ୍ଡା ପଡି ଚାଲିଗଲା ମହିଳାଙ୍କ ଜୀବନ l ଏମିତି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗ ପଂଚାୟତର ଗୋଛାପଡା ଗାଁରେ l ଅମୃତ ଭଣ୍ଡାଟିର ଓଜନ ଥିଲା ସାତ … Read More
କେନ୍ଦୁଝର: ସିରିଜ ଦୁର୍ଘଟଣାରେ ୨୦ ଗୁରୁତର ଆହତ। କେନ୍ଦୁଝର ଜିଲା କୋଳିମାଟି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଘଟିଛି ଏହି ଦୁର୍ଘଟଣା। ଏକ ଟୁରିଷ୍ଟ ବସ ଏବଂ କାରକୁ ଗୋଟିଏ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ଏହି … Read More
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ମୃତକ ସବିତା ବିଶ୍ଵାଳ(୫୫) ବୋଲି ଜଣାପଡିଛି। ଜଗତସିଂହପୁର ସଦର … Read More
ଉମରକୋଟ: କାନ୍ଥ ପଡ଼ି ଚାଲିଗଲା ଶିଶୁର ଜୀବନ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ କମାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣେ ୪ ବର୍ଷର ଶିଶୁ। ଅନ୍ୟ ୨ ଜଣ ଶିଶୁ ଏଥିରେ ଗୁରୁତର ଆହତ ହୋଇଛନ୍ତି। … Read More