ଆମେରିକାର ସର୍ବୋତ୍ତମ ବିଚାରପତି ଫ୍ରାଙ୍କ କାପ୍ରିୟୋଙ୍କ ପରଲୋକ
ଆମେରିକାର ସର୍ବୋତ୍ତମ ବିଚାରପତି ଭାବରେ ବିବେଚିତ ଫ୍ରାଙ୍କ କାପ୍ରିୟୋଙ୍କର ୮୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ପାନକ୍ରିଏଟିକ୍ କର୍କଟ ରୋଗରେ ପୀଡିତ ଥିଲେ । କାପ୍ରିୟୋ ସର୍ବଦା ତାଙ୍କର ଦୟାଳୁ ସ୍ୱଭାବ ଏବଂ କରୁଣାପୂର୍ଣ୍ଣ ନିଷ୍ପତ୍ତି ପାଇଁ ମନେ … Read More
