ଫେସବୁକ ଓ ଇନଷ୍ଟାଗ୍ରାମକୁ ନେଇ ବଡ଼ ଖବର, ଚମତ୍କାର କରିବ AI

ନୂଆଦିଲ୍ଲୀ: ମେଟା ଅନଲାଇନ ଯୋଗାଯୋଗକୁ ଆହୁରି ସମାବେଶୀ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଫେସବୁକ ଓ ଇନଷ୍ଟାଗ୍ରାମରେ ରିଲ୍ସ ପାଇଁ ଏବେ AI-ଚାଳିତ ଭଏସ ଟ୍ରାନ୍ସଲେସନ ସୁବିଧା ଉପଲବ୍ଧ ହୋଇଛି। ଏହି ନୂଆ ଫିଚର ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଛି, … Read More

ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବଢାଇବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସ କମିଟି (UPCC) ସଭାପତି ଅଜୟ ରାୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉଲ୍ଲେଖ କରି ଦଳୀୟ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ … Read More

ସ୍କୁଲ ପରେ ମୁମ୍ବାଇର ଇସ୍କନ୍ ମନ୍ଦିରକୁ ଟାର୍ଗେଟ୍, ମେଲ୍ ଆଇଡିକୁ ଆସିଲା ବୋମା ଧମକ

ମୁମ୍ବାଇ: ଦିଲ୍ଲୀ ସ୍କୁଲ ପରେ ମୁମ୍ବାଇର ଧାର୍ମିକ ପୀଠ ଇସ୍କନ ମନ୍ଦିରକୁ ମିଳିଲା ବୋମା ଧମକ । ଏପରି ଖବର ମିଳିବା ପରେ ଗିରଗାଓଁରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ଯାହା ସିଧାସଳଖ ଭାବେ ମନ୍ଦିରର ସରକାରୀ ମେଲ୍ ଆଇଡିକୁ … Read More

‘ସମାଧି ଦେବ ଭାରତର କ୍ଷେପଣାସ୍ତ୍ର…’, ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ କଡା ବାର୍ତ୍ତା

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରି କହିଥିଲେ ଯେ ଭାରତ … Read More

ଭୋଟର ତାଲିକାରେ ହେରଫେର ଅଭିଯୋଗ: ନିଲମ୍ବିତ ହେଲେ ୪ ନିର୍ବାଚନ କମିଶନ ଅଧିକାରୀ

କୋଲକାତା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, କିନ୍ତୁ ଏହି ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଏଫଆଇଆର ରୁଜୁ … Read More

ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ସମସ୍ୟା, ଯୋଧପୁର ବଦଳେର ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲା

ମୁମ୍ବାଇ: ପୁଣି ଏୟାର ଇଣ୍ଡିଆ ବିମାନର ହେଲା ଏମରଜେନ୍ସି ଲ୍ୟାଣ୍ଡିଂ । ମୁମ୍ବାଇରୁ ଯୋଧପୁର ଯାଉଥିବା ସମୟରେ ବିମାନରେ ସମସ୍ୟା ଦେଖାଦେବାରୁ ମୁମ୍ବାଇ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିଲା । ବିମାନ ଉଡାଣ ଭରିବା ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥିଲା ବୋଲି … Read More

ଖରସ୍ରୋତାକୁ ଡେଇଁ ପଡ଼ିଲେ ଛାତ୍ର, ୩୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

ଯାଜପୁର ଟାଉନ: ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ବ୍ରିଜରୁ ଡେଇଁ ଛାତ୍ର ନିଖୋଜ ଘଟଣା । ୩୬ ଘଣ୍ଟା ପରେ ନିଖୋଜ ଛାତ୍ରଙ୍କ ମୃତଦେହ ତନ୍ତିଘାଇ ନିକଟରୁ ଉଦ୍ଧାର। ମୃତ ଛାତ୍ର ହେଲେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର … Read More

ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୫ ରୁ ଧାଡି ଦର୍ଶନ ଓ ଆନନ୍ଦ ବଜାରରେ ପୋଲିସ ପୋଷ୍ଟ ସ୍ଥାପନ : ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ । ପରିଚାଳନା କମିଟି ଗଠନ ସରିବା ପରେ ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତରଣ ଓ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ସେପ୍ଟେମ୍ବର 15 ରୁ ମନ୍ଦିରରେ ‘ଧାଡି … Read More

କଟକରେ ପାର୍ବଣ ଋତୁକୁ ନେଇ ଲାଗିବ ଏସବୁ କଟକଣା, ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

କଟକ: ଆସୁଛି ଦୁର୍ଗାପୂଜା । କଟକର ମନଲୋଭା ଚାନ୍ଦି ମେଢ଼ରେ ବେଶ ଧୂମଧାମରେ ହେବ ମା’ଙ୍କ ପୂଜାର୍ଚ୍ଚନା । ଏଥି ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି … Read More

ବିଦ୍ୟାଳୟ ଝରକାରେ ଅଟକିଗଲା ଛାତ୍ରୀଙ୍କ ମୁଣ୍ଡ; ସାରା ରାତି ଫସି ରହିଲେ

କେନ୍ଦୁଝର : ସାରା ରାତି ବିଦ୍ୟାଳୟରେ ରହିଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ବାହାରକୁ ଆସିବାକୁ ଚେଷ୍ଟା ବେଳେ ଝରକାରେ ଅଟକିଗଲା ମୁଣ୍ଡ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି  । ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର ପରେ … Read More