୨୦୩୮ ସୁଦ୍ଧା ଭାରତ ଦୁନିଆର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବ: EY ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ୨୦୩୮ ସୁଦ୍ଧା ୩୪.୨ ଟ୍ରିଲିୟନ ଡଲାର ଜିଡିପି ସହ ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହୋଇପାରେ । ୨୦୩୦ ସୁଦ୍ଧା କ୍ରୟ ଶକ୍ତି ସମାନତା ଦୃଷ୍ଟିରୁ ୨୦.୭ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ । ପ୍ରତିଷ୍ଠିତ ରେଟିଂ ଏଜେନ୍ସି EY … Read More

ଆପାର୍ଟମେଣ୍ଟ କୋଠା ଭୁଶୁଡ଼ି ୧୫ ମୃତ, ୯ ଆହତ

ମୁମ୍ବାଇ : ମୁମ୍ବଇର ପୂର୍ବ ବିରାର ଅଞ୍ଚଳରେ ଏକ ଆବାସିକ କୋଠା ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାର, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା … Read More

ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ, ଚେକିଂ କଡାକଡି

ପାଟନା : ବିହାରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା ମିଳିବା ପରେ ସୀମାନ୍ତ ଅଞ୍ଚଳରେ ପୁଲିସର କଡାକଡି ଚେକିଂ ଚାଲିଛି । ଗୁଇନ୍ଦା ସଂସ୍ଥାର ସୁଚନା ପରେ ପୋଲିସ ହାଇଆଲର୍ଟରେ ରହିଥିବା … Read More

ହ୍ରାସ ପାଉଛି ହିନ୍ଦୁଙ୍କ ଜନସଂଖ୍ୟା ! ୟୁପି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ତଦନ୍ତ କମିଟି

ଲକ୍ଷ୍ନୌ: ହ୍ରାସ ପାଉଛି ହିନ୍ଦୁଙ୍କ ଜନସଂଖ୍ୟା। ଗତ କିଛି ବର୍ଷ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ବହୁତ କମ ହେବାରେ ଲାଗିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦିଆଯାଇଥିବା ରି‌ପୋର୍ଟରେ ଏଭଳି କୁହାଯାଇଛି। ନଭେମ୍ବର ୨୪ ତାରିଖରେ ସମ୍ଭଲରେ ଘଟିଥିବା ହିଂସା ଉପରେ … Read More

ବିଜେପି ଓ ସଂଘ ମଧ୍ୟରେ କୌଣସି ବିବାଦ ନାହିଁ – ମୋହନ ଭାଗବତ

ନୂଆଦିଲ୍ଲୀ : ବିଜେପି ଓ ଆରଏସଏସ ମଧ୍ୟରେ ବିବାଦ ଥିବା ଗତ ବର୍ଷଠାରୁ ଦେଶରେ ଚର୍ଚ୍ଚା ଲାଗି ରହିଥିଲା । ଏବେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ସରସଂଘଚାଳକ ମୋହନ ଭାଗବତ । ସେ କହିଛନ୍ତି ଯେ ବିଜେପି ଓ ସଂଘ … Read More

“ଭାରତ ଉପରେ ପରମାଣୁ ବୋମା ପକାଅ” ଆମେରିକା ସ୍କୁଲରେ ଗୁଳିକାଣ୍ଡ କରିଥିବା ବ୍ୟକ୍ତିର ବନ୍ଧୁକରେ ଲେଖାଥିଲା

ମିନିଆନାପୋଲିସ : ଆମେରିକାର ମିନିଆନାପୋଲିସ ସ୍ଥିତ ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖୁଲାସା କରିଛି ଏଫବିଆଇ । ଏଫବିଆଇ କହିଛି ଯେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ରବିନ ଓ୍ବେଷ୍ଟମ୍ୟାନ ଧାର୍ମିକ ଘୃଣା ଓ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା … Read More

ଏନଡିଏରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର !

ନୂଆଦିଲ୍ଲୀ: ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସୂଚନା ହେଉଛି ଯେ ଏନଡିଏରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର ହୋଇଛି। ତେବେ ଏନେଇ କୌଣସି ଘୋଷଣା ହୋଇନଥିଲେ ବି ସୂତ୍ରରୁ ମିଳିଥିବା ସୂଚନା … Read More

ଗାନ୍ଧି ପରିବାର ଲୋକେ କାହିଁକି ଜେଲ ଯାଇନାହାନ୍ତି ବୋଲି ପଚାରିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ବେଶ କିଛିଦିନ ନୀରବ ରହିବା ପରେ ଫେରିଛନ୍ତି ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ । କେଜରିୱାଲ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର କେହି … Read More

ଛତିଶଗଡ଼ରେ ଲଗାଣ ବର୍ଷା, କୋଇଗୁରୁ ପୋଲ ଉପରେ ପାଣି

ମାଲକାନଗିରି: ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବା ହେତୁ ମାଲକାନଗିରି ପ୍ରଭାବିତ ହୋଇଛି। ସାବେରୀ ଓ ସିଲେରୁ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ମୋଟୁ ସୀମାବର୍ତ୍ତୀ କୋଇଗୁରୁ ପୋଲ ଉପରେ ପାଣି ଚାଲୁଛି। ଖାଲି ସେତିକି ନୁହେ, ବିଭିନ୍ନ ସ୍ଥାନରେ … Read More

ସେପ୍ଟେମ୍ବରରୁ ବିଏମସି କୁକୁର ଗଣିବ

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ … Read More