ଉଦଘାଟିତ ହେଲା ଏସ୍‍ସି ଓ ଏସ୍‍ଟି କଲ୍ୟାଣ କମିଟି ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ । ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଲୋକସଭାର ବାଚସ୍ପତି ଓମ୍‍ ବିର୍ଲା ଉଦଘାଟନ କରିଛନ୍ତି । ୧୯୯୪ ପରେ ପ୍ରଥମ … Read More

ଆଦିବାସୀଙ୍କୁ ଅଧିକାର ମିଳିବା ଜରୁରୀ- ଓମ୍‍ ବିର୍ଲା

ଭୁବନେଶ୍ୱର ୨୯/୦୮: ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା । କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ସେନେଇ ଚିନ୍ତା କରିବା ଜରୁରୀ । ଏପରି ହେଲେ ଦେଶ ଆଗକୁ ବଢ଼ିବ … Read More

ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ : କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ … Read More

ନିମ୍ନମାନର କୋଇଲା ଚାଲାଣକୁ ନେଇ ଆଦାନୀ ଏବଂ ଟ୍ରକ ଟିପ୍ପର ସଂଘର ଆଲୋଚନା

ଧାମରା : ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମାନୀରେ କ୍ଷୁବ୍ଧ ହୋଇ ୨୯ ତାରିଖରେ ଧାମରା ବନ୍ଦର ମୁଖ୍ୟ ଗେଟ ଆଗରେ ସମସ୍ତ ମାଲବାହୀ ରେଳ ଚଳାଚଳକୁ ବନ୍ଦ କରିବାକୁ ୮ଟି ସଂଘ ଜିଲ୍ଲା ଟ୍ରକ ଟିପ୍ପର ସଂଘ ନିଷ୍ପତି ନେଇଥିଲେ । … Read More

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋ ମଡ୍ୟୁଲେସନ୍ ସେବା କେନ୍ଦ୍ର

ଭୁବନେଶ୍ୱର : ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍‌ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଅତ୍ୟାଧୁନିକ, ନନ୍‌-ଇନ୍‌ଭେସିଭ ବ୍ରେନ୍‌ ସ୍ଟିମୁଲେସନ୍‌ ଥେରାପୀ ଚିକିତ୍ସା … Read More

ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ସିସିଟିଭିରେ ଦୁଇ ଯୁବତୀଙ୍କ କାରନାମା କଏଦ

ଭୁବନେଶ୍ଵର: ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର କୁଆଖିଆରେ ବୋଲି … Read More

ଜାରି ରହିଛି ଲଘୁଚାପ ପ୍ରଭାବ, ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ : ସେପ୍ଟେମ୍ବର ପହିଲାରୁ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ବର ୨୮।୮: ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ ସାହୁ … Read More

ଏବେବି ଖସିନି ବନ୍ୟାପାଣି, ଉଜୁଡିବ ସାରଦା ଧାନତଳି

ଆରଡି : ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଗତ ବୁଧବାରଠାରୁ କମିବାରେ ଲାଗିଛି। ଫଳରେ ଚାନ୍ଦବାଲି ବ୍ଲକର  ୪ ପଞ୍ଚାୟତରେ  ୨୦ ଗାଁ  ପ୍ରଭାବିତ ହୋଇଛି।  କ୍ଷେତ ଓ ପଥରେ ବନ୍ୟାପାଣି ପ୍ରବାହିତ … Read More

ଓଡ଼ିଆ ପୁଅ ଦିନେଶ ପଟ୍ଟନାୟକ ହେବେ କାନାଡାରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ, ବିଦେଶ ମନ୍ତ୍ରଣାଳୟ ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ବିଦେଶ ସେବାର ବରିଷ୍ଠ ଅଧିକାରୀ ଦିନେଶ କୁମାର ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ସରକାର । କାନାଡାରେ ପରବର୍ତ୍ତୀ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଦିନେଶ କୁମାର ପଟ୍ଟନାୟକ ବର୍ତ୍ତମାନ ସ୍ପେନରେ ଭାରତୀୟ … Read More

ଅନୁପ୍ରବେଶ ଉଦ୍ୟମ: ଏଲଓସିରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ : ସୀମାରେ ସଜାଗ ଥିବା ଭାରତୀୟ ସେନା ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଫଳ କରିଛନ୍ତି । ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରର ଗୁରେଜ୍‍ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ପୁଣି ଏକ ଅନୁପ୍ରବେଶ ପ୍ରୟାସ କରୁଥିବା ବେଳେ ଏହାକୁ ବିଫଳ … Read More