ଶେଷରେ ସତ ମାନିଲା ପାକିସ୍ତାନ, ଭାରତର ଆକ୍ରମଣରେ ବଡ଼ କ୍ଷତି ହୋଇଛି

ନୂଆଦିଲ୍ଲୀ: କଥାରେ ଅଛି ହନୁ ମଲା ବେଳେ ସତ କୁହେ… ଆଉ ସେ କଥା ସତ ହୋଇଛି ପାକିସ୍ତାନ କ୍ଷେତ୍ରରେ । ପହଲଗାମ୍ ପ୍ରତିଶୋଧ ନେବାକୁ ଯାଇ ଭାରତ ଯେଉଁ ରକ୍ତମୁଖା ଜବାବ ଦେଇଛି ଆଉ ଯେଉଁ ଶୈଳୀରେ ବଦଲା ନେଇଛି… … Read More

ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ, ପାସ୍‌ ହାର ୯୩.୬୬ ପ୍ରତିଶତ ରେକର୍ଡ

ଭୁବନେଶ୍ବର: ପ୍ରଥମେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ପାସ୍‍ହାର ୯୩.୬୬ ପ୍ରତିଶତ ରହିଛି । ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୨.୩୭ … Read More

ଭାରତମାତା ପାଇଁ ଗୌରବ ଆଣିଛନ୍ତି ସେନା: ପ୍ରଧାନମନ୍ତ୍ରୀ

ଆଦମପୁର : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ସୀମାରେ ଆପେକ୍ଷିକ ଶାନ୍ତି ରହିଛି। ‘ଅପରେସନ୍ ସିନ୍ଦୂର’ ଏବଂ ଅସ୍ତ୍ରବିରତି ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ସଶସ୍ତ୍ର ବାହିନୀର ପ୍ରଶଂସା କରିଥିଲେ … Read More

IAS ସନ୍ତୋଷ କୁମାରଙ୍କୁ ମିଳିଲା ସୌରଶକ୍ତି ନିଗମର ଅଧ୍ୟକ୍ଷ ଓ ଏସଡି ଭାବେ ଅତିରିକ୍ତ ଦାୟିତ୍ୱ

ଓଡ଼ିଶା କ୍ୟାଡରର ୧୯୯୪ ବ୍ୟାଚର ବରିଷ୍ଠ IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ମିଳିଲା ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବର୍ତ୍ତମାନ ସେ ନୂଆ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE)ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ … Read More

ଆମେରିକା ରାଷ୍ଟ୍ରପତିଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେବ କାତାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସ ମେ ୧୪ ତାରିଖରେ କାତାର ଗସ୍ତରେ ଯାଉଛନ୍ତି। ଆଉ ଏହି ସମୟ ମଧ୍ୟରେ, କାତାର ସରକାର ତାଙ୍କୁ ଏକ ବିଳାସପୂର୍ଣ୍ଣ ବୋଇଂ ୭୪୭-୮ ଜମ୍ବୋ ଜେଟ୍ ଉପହାର ଦେଉଛନ୍ତି। ଏହି ବିମାନର … Read More

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ; ପାସ୍‍ ହାର ୮୮.୩୯ ପ୍ରତିଶତ

ଭୁବନେଶ୍ବର: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ କରାଯାଇଛି । ଚଳିତବର୍ଷ ଦ୍ବାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି । ଓଡ଼ିଶାରେ ପାସହାର ୭୮.୭୪ପ୍ରତିଶତ … Read More

ସାଉଥ୍‍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସମୀକ୍ଷା ବୈଠକ

ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ମଧ୍ୟ ଘନ ଘନ ସମୀକ୍ଷା ବୈଠକ ଜାରି ରହିଛି । ଆଜି ସାଉଥ୍‍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ସିଡିଏସ୍‍, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ … Read More

ଆଣ୍ଡାମାନ ଛୁଇଁଲା ମୌସୁମୀ, ଦୁଇ ସପ୍ତାହ ମଧ୍ୟରେ କେରଳ ଛୁଇଁବ

ଆଣ୍ଡାମାନ ଛୁଇଁଲା ମୌସୁମୀ ।  ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ବୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ।  ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି … Read More

ସୋପିଆନରେ ୩ ଲଶ୍କର ଆତଙ୍କୀଙ୍କୁ ନିପାତ କଲା ସେନା

ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ସେନାକୁ ବଡ଼ ସଫଳତା ମିଳିଛି। ଗୁଳିବିନିମୟ ସମୟରେ ଭାରତୀୟ ଯବାନମାନେ ଲଶ୍କର-ଏ-ତଇବା ସଂଗଠନତ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି। ସୋପିଆନର ଜମ୍ପାଥରି ଅଞ୍ଚଳରେ ଏହି ଗୁଳିବିନିମୟ ଜାରି ରହିଛି। ପହଲଗାଓଁ ଆକ୍ରମଣ ପରେ ସେନା ପକ୍ଷରୁ ଅପରେସନ … Read More

ଶ୍ରୀମନ୍ଦିର ସୁରକ୍ଷା ପାଇଁ ମୁତୟନ ହେଲା ଆର୍ମ ଭେଇକିଲ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆର୍ମ ଭେଇକିଲ ସୁରକ୍ଷା ମନ୍ଦିର ସମ୍ମୁଖରେ ମୁତୟନ ହୋଇଛି। ସମସ୍ତ ସୁରକ୍ଷା ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି ଡିଜି ଓ୍ବାଇ ବି ଖୁରାନିଆ। ବିଶେଷକରି ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ଘଟିବ ତାହା ହେଲେ ତାକୁ … Read More