ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି, ୧୦୦ରୁ ଅଧିକ ଲୋକ ନିଖୋଜ
Spread the loveଆସାମ : ଆସାମରେ ବନ୍ୟା ବିଭୀଷିକା ଭୟଙ୍କର । ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି। ରାଜ୍ୟର ୨୫ଟି ଜିଲ୍ଲାରେ ୭ ଲକ୍ଷ ୨୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଗାଁ ଏବେବି ପାଣି ଘେରରେ ରହିଛି … Read More
