ମଶା ଧୂପ ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ
କେନ୍ଦ୍ରାପଡ଼ା: ମଶା ଧୂପ ହେଲା କାଳ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜଣେ ବ୍ୟକ୍ତିଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରୁ । ମୃତ ବ୍ୟକ୍ତି ଜଣକ ହେଲେ ଦେବେନ୍ଦ୍ର … Read More
