କୋଟି କୋଟି ଟଙ୍କାର ଜମି ହଡ଼ପ, ୩ ଗିରଫ
ଭୁବନେଶ୍ବର: ଜମି ଠକେଇ ଅଭିଯୋଗରେ ସବରେଜିଷ୍ଟ୍ରାର ଅଫିସ୍ କର୍ମଚାରୀ ଗିରଫ । ସବରେଜିଷ୍ଟ୍ରାର ଅଫିସ୍ ର ଡାଟା ଅପରେଟରଙ୍କ ସହଯୋଗରେ ଜମି ଜାଲିଆତି ଅଭିଯୋଗ । ମାଲିକଙ୍କ ଅଜାଣତରେ କୋଟି କୋଟି ଟଙ୍କାର ଜମି ଓ ଘର ହଡ଼ପ । ରାଜଧାନୀରେ ଚିନ୍ତାମଣିଶ୍ୱର … Read More
