ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ, ୨୫ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି । ଗଭୀର ଅବପାତ ଯୋଗୁଁ ୨୫ ଯାଏଁ ପ୍ରବଳ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ତିନିଦିନ ପାଇଁ ଜିଲ୍ଲାୱାରୀ ରେଡ୍ , ଅରେଞ୍ଜ ଓ ୟେଲୋ ଚେତାବନୀ ଜାରି … Read More

ଲଗାଣ ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର: ଘର ଭିତରେ ଆଣ୍ଠୁଏ ପାଣି, ଲୋକେ ହନ୍ତସନ୍ତ

ବ୍ରହ୍ମପୁର: ଲଗାଣ ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର। ଅବିଶ୍ରାନ୍ତ ବର୍ଷା ଯୋଗୁ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଗାନ୍ଧୀ ନଗର, ଫାଷ୍ଟ ଗେଟ୍ ସମେତ ବିଭିନ୍ନ ସାହିରେ ରାସ୍ତାଘାଟଠାରୁ ଆରମ୍ଭ କରି ଲୋକଙ୍କ ଘର ଭିତରେ ମଧ୍ୟ ପାଣି … Read More

ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧୫ ପୌରସଂସ୍ଥାକୁ ନୋଟିସ୍

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସହ ଜଡ଼ିତ ନିୟମର ଅନୁପାଳନ ଓ କମନ୍ ଏକ୍ସଟେଣ୍ଡେଡ୍ ପ୍ରୋଡ୍ୟୁସର୍ ରେସପନ୍ସିବିଲିଟି (ଇପିଆର୍) ପୋର୍ଟାଲରେ ପଞ୍ଜୀକରଣକୁ … Read More

MMDRକୁ ନେଇ ପୁଣି ଗର୍ଜିଲେ ବିରୋଧୀ: ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଲେ ସୁଜାତା

ଭୁବନେଶ୍ୱର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପର୍କରେ ବିରୋଧୀ ଦଳ ପୁଣି ଥରେ ଗର୍ଜିଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତ ପ୍ରଶ୍ନ ଉଠାଇଛନ୍ତି। ଲୋକଙ୍କ … Read More