ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ; ୩ ସାର୍ପ ସୁଟର ଗିରଫ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ଘଟଣାରେ ବିହାରର ବକ୍ସରରୁ ୩ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ବିହାର ପୁଲିସ ସୂଚନା ଦେଇଛି। ସୂଚନା ଅନୁସାରେ ପଶ୍ଚିମବଙ୍ଗ ଏସଟିଏଫ ବକ୍ସରରୁ କୁଖ୍ୟାତ ଅପରାଧୀ ସାର୍ପ ସୁଟର ବିଶାଲ … Read More
