ହର୍ମୁଜ ପାର୍ କରି ୨୦,୦୦୦ ଟନ ଏଲପିଜି ନେଇ ଭାରତjl ପହଞ୍ଚିଲା ‘ସିମି’

ଗୁଜରାଟ : ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣକୁ ବଢିଥିବା ଚିନ୍ତା ଭିତରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର । ପ୍ରାୟ ୨୦ ହଜାର ଟନ୍ ଏଲ୍ପିଜି ଧରି ଟ୍ୟାଙ୍କର ସିମି ସୁରକ୍ଷିତ ଭାବେ ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ … Read More

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ତେଲଙ୍ଗାନା : ଯୌନ ନିର୍ଯାତନା ମାମଲାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥ ସାଇଙ୍କୁ ଗିରଫ କରିଛି ତେଲଙ୍ଗାନା ପୋଲିସ । ପୋଲିସ ମେଡିକାଲ ଯାଞ୍ଚ ପରେ ଭଗୀରଥଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା । ପୋକସୋ ମାମଲାରେ କୋର୍ଟ … Read More

କଙ୍ଗୋରେ ଇବୋଲା ଭାଇରସ ଆତଙ୍କ: ୮୦ ମୃତ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା WHO

କଙ୍ଗୋ : ହାଣ୍ଟାଭାଇରସ୍ ସଙ୍କଟ ମଧ୍ୟରେ କଙ୍ଗୋରେ ଇବୋଲା ଭାଇରସର ଆତଙ୍କ । ଇବୋଲା ଭାଇରସରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ବଢାଇଦେଇଛି । ଏହାରି ମଧ୍ୟରେ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି WHO ସାର୍ବଜନୀନ … Read More

ମହାମହିମଙ୍କ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ, ସୁପ୍ରିମକୋର୍ଟରେ ବଢ଼ିଲା ବିଚାରପତିଙ୍କ ସଂଖ୍ୟା 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୪ ନୂଆ ବିଚାରପତି । ମୋଟ ୩୮ ଜଣ ହେବେ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଜାରି କରିଛନ୍ତି । ଏହା ଦ୍ୱାରା ସୁପ୍ରିମକୋର୍ଟର ମୋଟ ବିଚାରପତି ସଂଖ୍ୟା ୩୪ରୁ ବଢ଼ି … Read More

ତିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ତିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ କୋଟା ଡିଭିଜନର ଲିନିରିଛା –ବିକ୍ରମାଗଡ଼ ଆଲୋଟ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଦେଖିବାକୁ … Read More

ଭାଉଜଙ୍କ ଅନ୍ତେଷ୍ଟି କ୍ରିୟାରେ ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ଅବସରପ୍ରାପ୍ତ କର୍ମଚାରୀ

ଭବାନୀପାଟଣା : କ୍ଷୁଦ୍ର ଜଳସେଚନ ବିଭଗର ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ନାଏକ (୭୦)ଙ୍କର ପୋଖରୀରେ ବୁଡ଼ି ମୃତୁ ଘଟିଛି। ଗତକାଲି ତାଙ୍କ ଭାଉଜଙ୍କ ମୃତ୍ୟୁ ଜନିତ ଅନ୍ତେଷ୍ଟି କ୍ରିୟା ପରେ ପରିବାର ଲୋକେ ଡାକ୍ତରଖାନା ଛକରେ ଥିବା ପୁରୁଣା ପଡ଼ା ପୋଖରୀକୁ … Read More

କିନ୍ନରଙ୍କୁ ଜୀବନସାଥି କଲେ ଯୁବକ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି ନିଆରା ବାହାଘର। କିନ୍ନରଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ଉମରକୋଟ କିନ୍ନର ଆଖଡ଼ା ଗୃହରେ ଏହି ବାହାଘର ଧୂମଧାମରେ ସମ୍ପନ୍ନ ହୋଇଛି। ବାହା ହେବା ପରେ ଘର ସଂସାର କରିବାକୁ ନିଷ୍ପତ୍ତି ନେଇଛନ୍ତି … Read More

ବେଆଇନ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜିଲାପାଳ ଓ ଏସ୍‌ପି ‘ମିଡ଼ ନାଇଟ୍‌ ଅପରେସନ’

ବଲାଙ୍ଗିର : ବଲାଙ୍ଗିର ଜିଲାରେ ବୃଦ୍ଧି ପାଇଥିବା ବେଆଇନ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜିଲାପାଳ ଓ ଏସ୍‌ପି ‘ମିଡ଼ ନାଇଟ୍‌ ଅପରେସନ’ କରିଛନ୍ତି। ଜିଲାର ପୁଇଁନ୍ତଲା, ଆଗଲପୁର, ଲୋଇସିଂହା ଓ ସଦର ଥାନା ଅଞ୍ଚଳର … Read More

ମେ’ ୧୭ରେ ଟ୍ରେନ୍‌ ସେବା ଅସ୍ଥାୟୀ ରୂପେ ବାତିଲ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ ମେ’ ୧୭ରେ କେତେକ ଯାତ୍ରୀବାହୀ ଟ୍ରେନ୍ ସେବାକୁ ଅସ୍ଥାୟୀ ରୂପେ ବାତିଲ କରାଯାଇଛି। ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ମେମୁ … Read More

ନବବଧୂର ସନ୍ଦେହଜନକ ମୃତ୍ୟୁ

ଗୋପ : ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ରାମଚଣ୍ଡୀ ଥାନା ଅଧୀନ ମଲିଆତୁଠ ଗ୍ରାମର ନବ ବିବାହିତା ପ୍ରିୟଦର୍ଶନୀ ବେହେରାଙ୍କ ଶନିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ଖୋରଧା ଜିଲା ବୋଲଗଡ଼ ଥାନା ଅଧୀନ ଶିଖରପଡ଼ା ଗ୍ରାମର ଭାଗବତ ବେହେରାଙ୍କ ଝିଅ … Read More