ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସୁବଳ ମାହାର ଙ୍କ ସ୍ତ୍ରୀ ବାସନ୍ତୀ ମାହାର (୫୦) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଲମ୍ବିତ ରାତିରେ କାଳବୈଶାଖୀ ସହ … Read More

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ

ଢେଙ୍କାନାଳ: ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ । ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗତ ସୋମବାର … Read More

ଜେଲରେ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଅସୁସ୍ଥ, ପତ୍ନୀ ହତ୍ୟା ମାମଲାରେ କାଟୁଛନ୍ତି ସଜା

ଭୁବନେଶ୍ୱର : ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଅସୁସ୍ଥ । ଆଜୀବନ ସଜ୍ଜା କାଟୁଥିବା ଗୁଣୁପୁର ପୂର୍ବତନ ବିଧାୟକ ଜେଲରେ ଅସୁସ୍ଥ ହୋଇଯାଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ଝାରପଡ଼ା ଜେଲ୍ କର୍ତ୍ତୁପକ୍ଷ । ବୟସାଧିକ ଯୋଗୁଁ ଅନେକ … Read More

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ OPTCL ଆଉଟସୋର୍ସିଂ କର୍ମଚାରୀ ଗୁରୁତର

ଦେବଗଡ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ OPTCL ଆଉଟସୋର୍ସିଂ କର୍ମଚାରୀ ଗୁରୁତର । ଦେବଗଡ ଜିଲ୍ଲା ବାରକୋଟ ଥାନା ଆମ୍ବକଟା ସ୍ଥିତ ୨୨୦/୩୩ କେଭି ଗ୍ରୀଡ ସବଷ୍ଟେସନରେ ଅଘଟଣ । ଗୁରୁତର ୨ କର୍ମଚାରୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି … Read More

ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନ ଲାଗି ୩୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଆଜି ବିଧାନସଭା ସୁରକ୍ଷା ତଦାରଖ କଲେ ପୋଲିସ କମିସନର । ଅତିରିକ୍ତ ପୋଲିସ କମିଶନରଙ୍କ … Read More

ବାଟବଣା ହୋଇ ସ୍କୁଲରେ ପଶିଲା ଦନ୍ତା, ଲୋକେ ଭୟଭୀତ

ବାଲେଶ୍ଵର: ସ୍କୁଲରେ ପଶିଲା ହାତୀ । ବାଟବଣା ହୋଇ ସ୍କୁଲ ଭିତରେ ପଶିଲା ଦନ୍ତା ହାତୀ । ଗତକାଲି ଠାରୁ ଏକ ଦନ୍ତା ହାତୀ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଅଞ୍ଚଳରେ ଉପଦ୍ରବ ମଚାଇଛି । ଦନ୍ତାହାତୀ ପଟାପୋଲ ନିକଟରେ ଥିବା ଏକ ଘରୋଇ … Read More

କେନ୍ଦୁଝରବାସୀଙ୍କୁ ୧୩୩୦ କୋଟିର ଭେଟି, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝରକୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ।  ପ୍ରାୟ ୭୦୫ କୋଟିର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପ୍ରାୟ ୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ … Read More

ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ, ୪ ଗିରଫ

ପୁରୀ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ ହୋଇଛନ୍ତି । ୨୫ଲକ୍ଷ ୩୫ ହଜାର ଟଙ୍କା ସହ ୬ ଟି ମୋବାଇଲ ଜବତ ହୋଇଛି । ‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର … Read More

କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଜୀବନ ହାରିଲା ଅଭିଯୁକ୍ତ: ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର : ପୁଣି ହାଜତ ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଡାବୁଗାଁ ଥାନାରେ ହାଜତରେ ମୃତ୍ୟୁ ଅଭିଯୋଗ ହୋଇଛି । ଥାନା ଭିତରେ ଅଭିଯୁକ୍ତ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ହାଜତରେ ଥିଲେ ଯୁବକ। … Read More

ଟ୍ରେଲରକୁ ପିଟିଲା ବସ୍‌; ୪ ମୃତ, ଅନେକ ଯାତ୍ରୀ ଗୁରୁତର

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ମୂଷାବିରା ନିକଟରେ ବସ୍ -ଟ୍ରେଲର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବଢିଛି । ୨୦ରୁ ଅଧିକ ଗୁରୁତର ଅଛନ୍ତି । ରାଉରକେଲାରୁ ଯାଜପୁର ଟାଉନ ଯାଉଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣା । ଡିଭାଇଡର ଡେଇଁ ଅପରପାର୍ଶ୍ଵରେ ଯାଉଥିବା ଟ୍ରେଲରକୁ … Read More