ଶୁଣିଲାନି ବ୍ୟାଙ୍କ, ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ପହଞ୍ଚିଲା ଭାଇ

କେନ୍ଦୁଝର: ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲା ଭାଇ। ବ୍ୟାଙ୍କ ଶୁଣିଲାନି ବୋଲି ପ୍ରମାଣ ପାଇଁ ଏପରି କରିଛି ଭାଇ। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ପାଟଣା ଥାନା ମଲ୍ଲିପଶି ଗାଁରେ ଘଟିଛି। ଭଉଣୀର କଙ୍କାଳକୁ ଧରି ଭାଇ ଗ୍ରାମ୍ୟ ବ୍ୟାଙ୍କକୁ … Read More

ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

ସିମୁଳିଆ : ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସମିତିର ଚାଷୀ ସମୂହଙ୍କ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ … Read More

ଜନଗଣନା ବେଳେ ଅଂଶୁଘାତ, ଚାଲିଗଲା ଶିକ୍ଷକଙ୍କ ଜୀବନ !

ସୁନ୍ଦରଗଡ଼: ଜନଗଣନା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ରୁ ଆସିଛି। ଜନଗଣନା କାମ କରୁଥିବା ସମୟରେ ଅଂଶୁଘାତ ଯୋଗୁଁଁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୨୫ ତାରିଖରେ ସୁନ୍ଦରଗଡ଼ ସରକାରୀ ମେଡିକାଲ … Read More

ଲିଙ୍ଗରାଜ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ନୀତି କାନ୍ତିରେ ତ୍ରୁଟି ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ ।  ଏ ନେଇ ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ । ଏହି … Read More

ଗ୍ୟାସ କଳାବଜାରୀ: ସିଲିଣ୍ଡର ବୋଝେଇ ଗାଡ଼ି ଜବତ

ଭୁବନେଶ୍ୱର : ବ୍ଲାକ ମାର୍କେଟରୁ ସିଲିଣ୍ଡର ଭର୍ତ୍ତି ଗାଡ଼ି ଜବତ ।  ଗ୍ୟାସ ବୋଝେଇ ଗାଡି ଜବତ କରି ଜଣଙ୍କୁ ଗିରଫ ଗଲା ପୋଲିସ ।  ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଗ୍ୟାସ ଭର୍ତ୍ତି ଗାଡ଼ି ଜବତ ।  ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରୁ … Read More

୫୦ ବର୍ଷର ବାସିନ୍ଦାଙ୍କ ବାସଗୃହ ଉଚ୍ଛେଦ ପାଇଁ ନୋଟିସ, ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି

ଆଳି : ଥଇଥାନ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବସି କାନ୍ଦି କାନ୍ଦି ଗୁହାରି କଲେ ଗୋପାଳପୁର ଗାଁର ୮ ପରିବାର । ଥଇଥାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବସି କାନ୍ଦି କାନ୍ଦି ଗୁହାରି କଲେ ଗୋପାଳପୁର ଗାଁର … Read More

୮ ବିଧାୟକଙ୍କ ସଭ୍ୟପଦ ରବ୍ଦ ପାଇଁ ପିଟିସନ, ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ

ଭୁବନେଶ୍ୱର : ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପିଟିସନ। ଦଳ ବିରୋଧୀ କାର୍ଯ୍ୟ କରିଥିବା ସସପେଣ୍ଡ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି … Read More

ପଶ୍ଚିମବଙ୍ଗ ବାଗଦା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଶାଳ ରୋଡ୍ ସୋ’

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋହନ ମାଝୀଙ୍କ ଜୋରଦାର ପ୍ରଚାର । ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ଏବଂ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସେ ଏହି ମାରାଥନ … Read More

ଆଗେଇ ଚାଲିଛି ରଥ କାମ, ୩ ରଥ ପାଇଁ ୪୨ଟି ତୁମ୍ଭ ପ୍ରସ୍ତୁତ

ପୁରୀ : ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ନିର୍ମାଣ ପ୍ରକ୍ରିୟାରେ ନନ୍ଦିଘୋଷ ପାଇଁ ୧୬ଟି, ତାଳଧ୍ୱଜ ପାଇଁ ୧୪ଟି ଓ ଦେବୀଦଳନ ପାଇଁ ୧୨ଟି, ସମୁଦାୟ ୪୨ଟି ତୁମ୍ଭ ପ୍ରସ୍ତୁତ ହୋଇଛି। ଅକ୍ଷୟ ତୃତୀୟାରେ ଆଜ୍ଞାମାଳ ବିଜେ ପରେ … Read More

ବିଲରୁ ଗଳିତ ମୃତଦେହ ଉଦ୍ଧାର, ଶହେ ମିଟର ଘୋଷାରି ଆଣିଲା କୁକୁର

ଉଦଳା: ବିଲ ଭିତରୁ ମିଳିଲା ଗଳିତ ମୃତଦେହ । ମୃତଦେହକୁ ଶହେ ମିଟର ଘୋଷାରି ଆଣିଲା କୁକୁର। ଉଦଳା ଥାନା ସିଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ସିଆଳିଆ ବିଦ୍ୟାଳୟ ନିକଟରେ ଥିବା ଵିଲ ଭିତରେ ଏକ ଗଳିତ ମୃତଦେହ ପଡ଼ିଥିବା … Read More