ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୪୭ ମାଓ କ୍ୟାଡର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା । ତେଲେଙ୍ଗାନା ପୋଲିସ ନିକଟରେ ମୋଟ ୪୭ ଜଣ ମାଓ କ୍ୟାଡର ୩୨ଟି  ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଯାହା ବସ୍ତର ନକ୍ସଲ ନେଟୱାର୍କକୁ … Read More

ଏସବିଆଇରେ ଗ୍ରାହକଙ୍କୁ ଆକ୍ରମଣ ଘଟଣା ; ମ୍ୟାନେଜର ନିଲମ୍ବିତ

ଆରଡି : ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ ଶାଖାରେ କିଛିଦିନ ଧରି କ୍ୟାସିୟର ଜିତେନ୍ଦ୍ର ପ୍ରସାଦ ଦାସ ଗ୍ରାହକଙ୍କୁ ଅଶାଳିନ ବ୍ୟବହାର କରିବା ସହ ନାନା ପ୍ରକାରର ଅସୁବିଧା ଆଳ ଦେଖାଇ ଗ୍ରାହକଙ୍କୁ ଅସୁବିଧାରେ ପକାଉଥିବା ଅଭିଯୋଗ ହେଉଥିଲେ … Read More

ବିହାରୀ ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ, ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ

ସୁନ୍ଦରଗଡ଼ : ବିହାରୀ ଠକ ଗ୍ୟାଙ୍ଗ ଗିରଫ ।  ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ ଟଙ୍କା ଓ ଗହଣା। ସୁନ୍ଦରଗଡ଼ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଧରାପଡ଼ିଲା ଗ୍ୟାଙ୍ଗ୍ । ଏମାନଙ୍କ ଠାରୁ ପିତ୍ତଳ ମୂର୍ତ୍ତି, ପୂଜାପାଠ ବହି, ୭ … Read More

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ନିଲମ୍ବିତ

ନବରଙ୍ଗପୁର : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ସ୍କୁଲ ତଦନ୍ତ କମିଟିର ରିପୋର୍ଟ ଆଧାରରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ପ୍ରଧାନଶିକ୍ଷକଙ୍କ ଅସଦାଚରଣ ନେଇ ନିଜେ ନାବାଳିକା … Read More

ଆସନ୍ତାକାଲିଠୁ ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ !

ଭୁବନେଶ୍ୱର : ସାରା ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ତାତି ପରେ କାଳ ବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତାକାଲି ଠୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଆସନ୍ତାକାଲି ଠୁ ଉତ୍ତରଓଡ଼ିଶା ସମୁଦ୍ର ଉପକୂଳରେ … Read More

ଘର ଆଗରେ ଗାଡ଼ି ପାର୍କିଂକୁ ନେଇ ମରଣାନ୍ତକ ଆକ୍ରମଣ; ଗୋଟିଏ ପରିବାରର ୩ ଆହତ

ଭୁବନେଶ୍ୱର : ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ । ଖଣ୍ଡା ଧରି ଆକ୍ରମଣ କଲେ ଦୁର୍ବୃତ୍ତ । ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଘର ସାମ୍ନାରେ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ଉଠିଛି ବିବାଦ। ଖଣ୍ଡଗିରି ଥାନା ଧର୍ମବିହାର ଅଞ୍ଚଳରେ … Read More

କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ମନା

ରାଜନଗର : ମେ ୧ରୁ ଭିତରକନିକା ବନ୍ଦ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । … Read More

ବେଆଇନ୍ କରତ କଳ ଉପରେ ଚଢ଼ାଉ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଭଞ୍ଜନଗର : ବେଆଇନ୍ କରତ କଳରେ ଚଢ଼ାଉ କଲା ବନ ବିଭାଗ । ଚଢ଼ାଉ ବେଳେ ମିଳିଲା ବନ୍ଧୁକ ଓ ମାରଣାସ୍ତ୍ର । ବିପୁଳ ପରିମାଣର ମୂଲ୍ୟବାନ କାଠ ଏବଂ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରପାତି ବନବିଭାଗ ଜବତ କଲା ବନବିଭାଗ । ସଂପୃକ୍ତ … Read More

ଟ୍ରେନଲାଇନ କଡ଼ରୁ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର: ଟ୍ରେନଲାଇନ କଡ଼ରେ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ଭିଏସଏସ୍ ନଗର ତାରିଣୀ ବସ୍ତି ନିକଟ ଟ୍ରେନ ଲାଇନରୁ ମିଳିଛି ମୃତଦେହ । ମୁହଁରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୃତଦେହ ଜବତ କରିଛି … Read More

ଜଳୁଛି ନଳବଣ, ବିପଦରେ ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ

ପିପିଲି : ନଳବଣରେ ନିଆଁ । ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ନଳବଣରେ ନିଆଁ ଲାଗିଥିଲା। … Read More