ଗହଣା ଡକାୟତି, ଗୋଲ୍ଡ ବିସ୍କୁଟ ଓ ବିଦେଶ ଲିଙ୍କ୍: କ୍ରାଇମ ସିଣ୍ଡିକେଟକୁ ଖୋଜୁଛି ୪ ରାଜ୍ୟର ପୁଲିସ
କଟକ: ଚୌଦ୍ୱାର ଜେଲରୁ ଫେରାର ଅପରାଧୀ ରାଜା ସାହାଣୀ ଗିରଫ ପରେ ଭାରତରୁ ବିଦେଶ ଗୋଲ୍ଡ ବିସ୍କୁଟ ଚାଲାଣର ସୁରାକ୍ ପାଇଛି ପୁଲିସ। ଖାସ୍ ସେଥିପାଇଁ ବ୍ୟାଙ୍କ ଡକାୟତିରୁ ଗହଣା ସୋ ରୁମ୍ ଡକାୟତି ପାଇଁ ଫୋକସ୍ କରୁଥିଲା। ଭାରତରୁ ବିଦେଶକୁ … Read More
