ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସରପଞ୍ଚଙ୍କ ଠାରୁ ଜିଲ୍ଲା ପରିଷଦ, କାହା ପାଇଁ କେଉଁ ସିଟ୍ ସଂରକ୍ଷଣ ରହିବ ହେବ ଚିହ୍ନଟ । … Read More
