୩୬ ଦିନ ହେଲା ଧାରଣାରେ ବସିଛନ୍ତି ଗ୍ରାମବାସୀ, ନୈନି କୋଲ ମାଇନ୍ସରୁ କୋଇଲା ପରିବହନ ବନ୍ଦ
ଅନୁଗୁଳ : ୩୬ ଦିନ ଗଣଧାରଣାରେ ଗ୍ରାମବାସୀ। ନୈନି କୋଲ ମାଇନ୍ସରୁ କୋଇଲା ପରିବହନ କରାଇଦେଉନାହାନ୍ତି ଗ୍ରାମବାସୀ । ଅନୁଗୁଳ ଛେଣ୍ଡିପଦା ବ୍ଳକ୍ କୋଶଳା ଗାଁଲୋକ ଚଲାଇଛନ୍ତି ପରିବେଶ ସୁରକ୍ଷା ଗଣଧାରଣା । ୬୩ ନମ୍ବର ରାଜ୍ୟ ରାଜପଥରେ କୋଇଲା ପରିବହନକୁ ବିରୋଧ … Read More
