ହରମୁଜ ପ୍ରଣାଳୀକୁ ଅବରୋଧ କରିବ ଆମେରିକା
ନୂଆଦିଲ୍ଲୀ: ସମୁଦ୍ରରେ ସୃଷ୍ଟି ହେବ ମରଣଯନ୍ତା । ହରମୁଜ ପ୍ରଣାଳୀରେ ଆମେରିକା ନୌସେନାର ଅବରୋଧ । ପୁଣିଯୁଦ୍ଧ ପରିସ୍ଥିତି ସୃଷ୍ଟି । ଶାନ୍ତି ଆଲୋଚନା ବିଫଳ ହେବା ପରେ ଆରମ୍ଭ ହୋଇଛି ଛକାପଞ୍ଝା । ଆଜିଠୁ ସମୁଦ୍ରରେ ଇରାନକୁ ଘେରିବ ଆମେରିକା। ଇରାନ … Read More
