ଜନଗଣନା ଆଳରେ ଲୁଟ୍, ବେକରେ ଛୁରୀ ଲଗାଇ ନେଇଗଲା ମୋବାଇଲ ଓ ମଙ୍ଗଳସୂତ୍ର

ଢେଙ୍କାନାଳ: ଜନଗଣନା ବାହାନାରେ ଲୁଟ୍ । ମୋବାଇଲ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଲୁଟ୍ ହୋଇଛି । ଗାଁର ବୀଭତ୍ସ ପଟ୍ଟନାୟକଙ୍କ ଘରକୁ ଜଣେ ଲୁଟେରା ଜନଗଣନାକାରୀ ବୋଲି ପରିଚୟ ଦେଇ ଆସିଥିଲା … Read More

ଏଥର ଖରା ଛୁଟିରେ ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଚାଲିବ ଶିକ୍ଷାଦାନ

ଭୁବନେଶ୍ୱର : ଏଥର ଖରାଛୁଟିରେ ପାଠପଢା । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଖରା ଛୁଟି ସମୟରେ ପିଲାଙ୍କୁ ପାଠପଢ଼ାରୁ ନଦୁରେଇବା ପାଇଁ ନୂଆ ବ୍ୟବସ୍ଥା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ । ହ୍ବାଟ୍ସଆପ୍ ମାଧ୍ୟମରେ “ସମର … Read More

ଯୁବତୀଙ୍କୁ ବୀଭତ୍ସ ହତ୍ୟା, ବିଲରୁ ମୃତଦେହ ଉଦ୍ଧାର

ଜଗତସିଂହପୁର: ନିର୍ବନ୍ଧ ସରିଥିଲା, ଆଉ କିଛି ଦିନ ପରେ ବାଜିଥାନ୍ତା ସେହେନାଇ ।  ହେଲେ ତା ପୂର୍ବରୁ ପାଣି ଫୋଟକା ପରି ମିଳେଇଗଲା ସବୁ ସ୍ବପ୍ନ । ବାହାଘର ପୂର୍ବରୁ ଯୁବତୀଙ୍କୁ ହତ୍ୟା । ବିଲରୁ ଉଦ୍ଧାର ହେଲା ଅର୍ଦ୍ଧଉଲଗ୍ନ ମୃତଦେହ । … Read More

OCAC ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା, ୭ ଦିନ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ … Read More

ବସ୍ ଧକ୍କାରେ ବାଇକ ଆରୋହୀ ମୃତ

ବଲାଙ୍ଗିର: ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବସ୍ । ଗାଡ଼ି ଚକ ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ସହର ପାଟଣେଶ୍ବରୀ ସମ୍ମୁଖରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଡୁମେରବାହାଲ ଗାଁର ପ୍ରଶାନ୍ତ ମହାକୁଡ । ସେ କୌଣସି … Read More

ବିବାହ ଶୋଭାଯାତ୍ରା ବେଳେ ଗୁଳିକାଣ୍ଡ, ୨ ଗୁରୁତର

ଅନୁଗୁଳ: ବିବାହ ଶୋଭାଯାତ୍ରା ବେଳେ ଫୁଟିଲା ଗୁଳି । ଦୁଇ ଗୁରୁତର। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା … Read More

ଖୁବଶୀଘ୍ର ସଂପ୍ରସାରିତ ହେବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ :ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି  ଇସ୍ପାତ ସହର … Read More

ଆଇଏସଆଇ ଆତଙ୍କୀ ଲିଙ୍କରେ ୨ ଯୁବକଙ୍କୁ ବାନ୍ଧିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପାକିସ୍ତାନର ଆତଙ୍କୀ ସଂଗଠନ ସ୍ଥିତ ଆଇଏସଆଇ ସହ ସମ୍ପର୍କ ମାମଲାରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ହେଲେ ଦିଲ୍ଲୀ ଏନସିଆର ଅଞ୍ଚଳର ରାଜବୀର ଓ ବିବେକ ଭଞ୍ଜାରା। ଆଇଏସଆଇ ଆତଙ୍କୀ ପ୍ରକ୍ସି ସହଜାଦ … Read More

ସରକାରକୁ ଆସିଲେ ମାଗଣା ବିଜୁଳି ସହ ମହିଳାଙ୍କୁ ୪୦ ହଜାର ପେନସନ୍ ଦେବ ସମାଜବାଦୀ ପାର୍ଟି !

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି। ଲକ୍ଷ୍ନୌର ଦଳୀୟ ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଯାଦବ ଘୋଷଣା କରିଥିଲେ ଯେ ଯଦି ସମାଜବାଦୀ ପାର୍ଟି … Read More

କେଦାରନାଥ ଧାମରେ ମୋବାଇଲ୍ ବ୍ୟବହାର ନିଷେଧ

ନୂଆଦିଲ୍ଲୀ: ମଙ୍ଗଳବାର କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି। ମନ୍ଦିରର ପବିତ୍ରତା ଏବଂ ଭକ୍ତଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଅନୁଯାୟୀ ମନ୍ଦିର ପରିସରକୁ ମୋବାଇଲ୍ ଫୋନ୍ ନେବା, … Read More