ବ୍ୟାଙ୍କରେ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ କଲେ କ୍ୟାସିୟର

ଆରଡି : ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ଶାଖାରେ ଜଣେ ଗ୍ରାହକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି କ୍ୟାସିୟର। ଘଟଣା ଅନୁଯାୟୀ ଜଣେ ଛାତ୍ରୀ ତାଙ୍କର ବୃତ୍ତି ଟଙ୍କାରୁ ୮ହଜାର ଟଙ୍କା ଉଠାଇବା ପାଇଁ ଫର୍ମ ପୁରଣ … Read More

ଗର୍ଭଗୃହରୁ ବାଲି କାଢ଼ିଲେ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ !

ଗୋପ: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପ୍ରକ୍ରିୟା ପାଇଁ ଆଉ ପାଦେ ଆଗେଇଲା ପ୍ରତ୍ନତତ୍ତ୍ୱ ବିଭାଗ। ମାଡ୍ରାସ ଆଇଆଇଟି ଦ୍ୱାରା ମନ୍ଦିର ଗର୍ଭଗୃହରେ ଥିବା ବାଲିର ସ୍ଥିତି ଯାଞ୍ଚ ପରେ ରିପୋର୍ଟ ଦିଆଯାଇଛି। ବାଲି କାଢ଼ିଲେ ସୂର୍ଯ୍ୟ … Read More

୧୯ OAS ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ୱର : OAS ସ୍ତରରେ ଅଦଳବଦଳ। ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର। ରତ୍ନାକର ସାହୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ। ଜାତୀୟ ସ୍ବାସ୍ଥ୍ୟ ମିଶନର ନୋଡାଲ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ। ସୁଧାକର … Read More

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ SOP: ବାଧା ଦେଲେ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ

ଭୁବନେଶ୍ୱର : ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ନୂଆ ମାର୍ଗଦର୍ଶିକା (SOP) ଜାରି କରିଛନ୍ତି ।  ନିକଟରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା କର୍ମଚାରୀଙ୍କ ସହ କିଛି … Read More

ଖୋର୍ଦ୍ଧା ଜିଲ୍ଲାରେ ବଦଳିଲା ସ୍କୁଲ ସମୟ, ସକାଳ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ହେବ ପାଠପଢ଼ା

ଭୁବନେଶ୍ୱର : ଡହଳ ବିକଳ କଲାଣି ଖରା । ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଟପିଲାଣି । ଏହି ସମୟରେ ପିଲେ ସ୍କୁଲ ଆସିବା କଷ୍ଟକର ହୋଇପଡିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା 42 ଡିଗ୍ରୀ ଛୁଇଁଛି । ଏହାକୁ ଦୃଷ୍ଟିରେ … Read More

ଆଗୁଆ ହେବ ଖରା ଛୁଟି, ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର : ଆଗୁଆ ହେବ ସ୍କୁଲ ଖରା ଛୁଟି ।  ଦିନେ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ।  ରାଜସ୍ବ ବିଭାଗ ଓ ଗଣଶିକ୍ଷା ବିଭାଗ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ … Read More

ବେଆଇନ ଚାଲାଣ: ୨ ଟନରୁ ଅଧିକ କଇଁଛ ସହ ଅଭିଯୁକ୍ତକୁ କାବୁ କଲା ବନ ବିଭାଗ

କୋରାପୁଟ: ଦୁଇ ଟନରୁ ଅଧିକ କଇଁଛ ଜବତ । କୋରାପୁଟ ଜିଲ୍ଲା ମୋଟୁ ବନବିଭାଗକୁ ବଡ ସଫଳତା ମିଳିଛି !। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲାଣ ବେଳେ ଚେକପୋଷ୍ଟରେ ମାଡ଼ି ବସିଲା ବନବିଭାଗ । ଚଢାଉରେ ଡ୍ରାଇଭରକୁ ଗିରଫ କରିବା ସହ ୭୬୧ଟି କଇଁଛ … Read More

ରାଜଧାନୀରେ ଟାଇଁ ଟାଇଁ ଖରା, ୪୨ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ତାତିକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା … Read More

ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟାକାଣ୍ଡ: ସମ୍ପତ୍ତି ପାଇଁ ଦାଦାକୁ ମାରିଦେଲା ଝିଆରୀ, ୮ ଗିରଫ

ବ୍ରହ୍ମପୁର : ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଉପରୁ ହଟୁଛି ପରଦା । ହତ୍ୟା ପଛରେ ନିଜ ଝିଆରୀ ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୋଲିସ । ଏହି ହତ୍ୟା ପଛରେ ରହିଛି ସମ୍ପତ୍ତି ଭାଗବଣ୍ଟା । ଏହି ଘଟଣାରେ … Read More

ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ; ବେଦିରୁ ଉଠାଇ ନେଲା ପୋଲିସ

ବଲାଙ୍ଗିର: ବେଦିରୁ ବରକୁ ଉଠାଇ ନେଲା ପୋଲିସ । ଅଧା ରହିଗଲା ବାହାଘର। ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ। ଅଭିଯୋଗ ପରେ ବିବାହ ବେଦିରୁ ଉଠାଇ ନେଲା ବଲାଙ୍ଗିର ପୁଇଁନ୍ତଳା ପୋଲିସ । ଯୁବକ ଜଣକ ହେଲେ ବଲାଙ୍ଗୀର … Read More