ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ।  ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।  ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ ।  ତେବେ ଆସନ୍ତା … Read More

ବଢୁଛି ତାତି, ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବଢୁଛି ତାତି ।  ଏପ୍ରିଲ ନ ପସୁଣୁ ଖରା ଖଇ ଫୁଟିଲାଣି । ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ ।  ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ ।  … Read More

କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ

କଟକ :  କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି ।  ମେୟର ସୁବାସ ସିଂ ପୁସ୍ତକମେଳାକୁ ଉଦଘାଟନ କରିଛନ୍ତି ।  କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳା ୧୦ ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ … Read More

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ମାର୍ଚ୍ଚ ୯ ତାରିଖରୁ ଆସିଥିଲା ହତ୍ୟା ଧମକ । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର … Read More

ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି, ଜଣେ ଗୁରୁତର

ଭୁବନେଶ୍ବର: ଫାଟିଲା ଗ୍ୟାସ ଟାଙ୍କି । ଉଡ଼ିଲା ଦୋକାନ । ଭୁବନେଶ୍ବର ଘାଟିକିଆରେ ଅଘଟଣ । ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ଦୁଇ ତିନୋଟି ସିଲିଣ୍ଡର ଫାଟି ଥିବା ସୂଚନା … Read More

ଅଖାରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

 କରଞ୍ଜିଆ: ଅଖା ଭିତରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। କରଞ୍ଜିଆ ଏନଏସି ୱାର୍ଡ ନ ୧୫ ବଣସାହି ନିକଟରେ ଅଖା ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ନିଖୋଜ ହୋଇଥିବା ନେଇ ଗତକାଲି … Read More

ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଓଏସ୍ଆରଟିସି ଅଫିସ ଆଗରେ ପ୍ରତିବାଦ

ଭୁବନେଶ୍ବର: ଦୁର୍ଘଟଣାରେ ଓଏସ୍ଆରଟିସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଭୁବନେଶ୍ବର ଓଏସ୍ଆରଟିସି ଅଫିସ ଆଗରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି ପରିବାର । ଗତକାଲି ରାତିରେ ପଶ୍ଚିମବଙ୍ଗର ମେଦିନୀପୁର ପାଖରେ ଘଟିଛି ଦୁର୍ଘଟଣା । ମୃତକ ହେଉଛନ୍ତି କଟକ … Read More

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା: ୨ ଗିରଫ

ଭୁବନେଶ୍ୱର : ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ଦୁଇ ଗିରଫ। ହଙ୍ଗାମା କରିଥିବା ଦୁଇ ଯୁବକ ଗତକାଲି ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ ହୋଇଥିଲେ। ବିଜେଡି ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ପ୍ରତାପ ଜେନା ରହୁଥିବା ସରକାରୀ … Read More

ମହିଳାଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ଝାରସୁଗୁଡା: ମହିଳାଙ୍କୁ ଫାୟାରିଂ । ଝାରସୁଗୁଡା ସହରରେ ଫୁଟିଲା ଗୁଳି । ଜଣେ ମହିଳା ଆହତ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ସରବାହଲ ଅଞ୍ଚଳରେ ରାତି ସାଢ଼େ ୧୦ଟାରେ ଗୁଳିକାଣ୍ଡ ଘଟିଛି । ଘର ବାରଣ୍ଡାରେ ଠିଆ ହୋଇଥିବା … Read More

ଜଳିଗଲା ବିଧାୟକ ଯାଉଥିବା ବସ, ବର୍ତ୍ତିଲେ ୪୦ ଯାତ୍ରୀ

ମାଲକାନଗିରି: ହୁ ହୁ ଜଳିଲା ବସ । ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମାଲକାନଗିରି ଯିବା ବେଳେ ବସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର … Read More