ଦେଶୀ ମଦଭାଟି ବନ୍ଦ ଦାବିରେ ସାରା ରାତି ବର୍ଷାରେ ଧାରଣାରେ ବସିଲେ ଗ୍ରାମବାସୀ
ସୁନ୍ଦରଗଡ଼ : ଦେଶୀ ମଦଭାଟି ବନ୍ଦ ଦାବିରେ ଆନ୍ଦୋଳନ। ବର୍ଷାରେ ସାରା ରାତି ଧାରଣାରେ ବସିଲେ ଆନ୍ଦୋଳନକାରୀ। ଜିଲ୍ଲାପାଳ ଆସି କଥା ହେଲେ ବି ଜିଦରେ ଅଟଳ ଗ୍ରାମବାସୀ । ମଦଭାଟି ବନ୍ଦ ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏ ଆନ୍ଦୋଳନ ଜାରି … Read More
