ସ୍କୁଟି ଡିକି ଭାଙ୍ଗି ୧୦ ଭରି ସୁନା ଅଳଙ୍କାର ଲୁଟ୍
ରାୟଗଡା : ରାୟଗଡା ସହରରେ ପୁଣି ପୁଲିସର ଚିନ୍ତା ବଢାଇଲେ ଲୁଟେରା ଗ୍ଯାଙ୍ଗ୍ । ସହରର ସ୍ବାଗତ ଲେନ୍ ର ଏକ ହୋଟେଲ୍ ରେ ଖାଉଥିବା ବେଳେ ସୁନା ବ୍ଯବସାୟୀ ସନ୍ତୋଷ ମହାପାତ୍ରଙ୍କ ସ୍କୁଟି ଡିକି ଭାଙ୍ଗି ପ୍ରାୟ ୧୦ ଭରି ସୁନା … Read More
ରାୟଗଡା : ରାୟଗଡା ସହରରେ ପୁଣି ପୁଲିସର ଚିନ୍ତା ବଢାଇଲେ ଲୁଟେରା ଗ୍ଯାଙ୍ଗ୍ । ସହରର ସ୍ବାଗତ ଲେନ୍ ର ଏକ ହୋଟେଲ୍ ରେ ଖାଉଥିବା ବେଳେ ସୁନା ବ୍ଯବସାୟୀ ସନ୍ତୋଷ ମହାପାତ୍ରଙ୍କ ସ୍କୁଟି ଡିକି ଭାଙ୍ଗି ପ୍ରାୟ ୧୦ ଭରି ସୁନା … Read More
ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ଏକ ବୈଷୟିକ ଟିମ ବିମାନ … Read More
ଭୁବନେଶ୍ୱର : ଆଗାମୀ ୫ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀର ପ୍ରଭାବ । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୦ ତାରିଖରେ ରାଜ୍ୟର ୨୪ ଜିଲ୍ଲାରେ … Read More
କଟକ: କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ଅପାରଗତାରୁ ନିଆଁ ଲାଗିଥିବା କହିଛନ୍ତି ନବୀନ । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ … Read More
କଟକ : କଟକ ଏସସିବି ଟ୍ରମା କାଜୁଆଲିଟିରେ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଦ୍ବନ୍ଦ୍ବରେ ଅଛନ୍ତି । କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡକୁ ୨୪ ଘଣ୍ଟା ବିତିଥିଲେ ବି ଏସସିବି କର୍ତ୍ତୃପକ୍ଷ ସୂଚନା ଦେଉନଥିବା ଅଭିଯୋଗ … Read More
ଢେଙ୍କାନାଳ: ବାପାଙ୍କ ଶବଦାହ ସାରି ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ପୁଅ । ଢେଙ୍କାନାଳ ଜିଲ୍ଲା କୋରିଆଁ ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ କୋରିଆ ଗାଁର ସୁଶାନ୍ତ ସାହୁ। ସୁଶାନ୍ତଙ୍କ ବାପା ବୁଲା ସାହୁଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଲା … Read More
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସର ୩ ବିଧାୟକ ନିଲମ୍ବିତ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ସସପେଣ୍ଡ କରାଯାଇଛି । ଏହି ୩ … Read More
ବାରଙ୍ଗ : ହିଟ ୱେଭ୍କୁ ନେଇ ପ୍ରସ୍ତୁତ ନନ୍ଦନକାନନ । ଆଗକୁ ମାଡ଼ି ଆସୁଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ଫେବୁଆରୀ ମାସରୁ ଅସହ୍ୟ ଗରମ ଅନୁଭୂତ ହେଲାଣି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି … Read More
ରାଜନଗର : ଗହୀରମଥା ପାଇଁ ଖୁସି ଖବର। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ । ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନେକ କଇଁଛମାନେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରୁଛନ୍ତି । ବିକ୍ଷିପ୍ତ ଭାବେ ଅଲିଭରିଡଲେ ଦେଇଥିବା … Read More
ଜଳେଶ୍ୱର: ଦନ୍ତା ଆକ୍ରମଣରେ ଭାଙ୍ଗିଲା କାନ୍ଥ । କାନ୍ଥ ତଳେ ଚାପି ହୋଇ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗାଁରେ ହାତୀ ଉପଦ୍ରବଛଦେଖିବାକୁ ମିଳିଛି । ରାଇବଣିଆ ଅଞ୍ଚଳର ଆଖପାଖ ଜଙ୍ଗଲରେ ୩୦ … Read More