କୋଲାବ ଜଳଭଣ୍ଡାରରେ ବୁଡ଼ି ତିନି ଛାତ୍ରଙ୍କ ମୃତ୍ୟୁ ଘଟଣା: ନବୋଦୟ ବିଦ୍ୟାଳୟର ୩ କର୍ମଚାରୀ ନିଲମ୍ବିତ

କୋରାପୁଟ: କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ଗତକାଲି ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣାରେ ନବୋଦୟ ବିଦ୍ୟାଳୟ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ … Read More

ଷ୍ଟେସନର ଚାଲିଛି ନବୀକରଣ; ୬୫ ଦିନ ଯାଏ ପୁରୀକୁ ଗଡ଼ିବନି ଟ୍ରେନ୍

ପୁରୀ: ପୁରୀକୁ ୬୫ ଦିନ ଯାଏ ଯିବନି ଟ୍ରେନ୍ । ପୁରୀ ରେଳ ଷ୍ଟେସନର ଚାଲିଛି ନବୀକରଣ । ଷ୍ଟେସନ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍‌ଯୁକ୍ତ କରାଯିବାକୁ ଯୋଜନା ହୋଇଛି । ଅର୍ଥାତ୍‌ ଟ୍ରାକ୍‌ରେ ଆଉ ଗୋଡ଼ି ରହିବ ନାହିଁ । … Read More

ଲୋକସେବକ ମଣ୍ଡଳ ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ଡାକ୍ତର ନାରାୟଣୀ ପଣ୍ଡାଙ୍କ ଦେହାନ୍ତ

ସମ୍ବଲପୁର: ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ। ଲୋକ ସେବକ ମଣ୍ଡଳ ସମ୍ବଲପୁର ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ତଥା ସମ୍ବଲପୁରର ବିଶିଷ୍ଟ ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବୟସାଧିକ କାରଣରୁ … Read More

ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା

ପୁରୀ: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଖାତାକୁ ଏହି ଟଙ୍କା … Read More

”ସମ୍ପୂର୍ଣ୍ଣା” ମହିଳା ଗଣଦୌଡ ଉଦ୍‌ଘାଟିତ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ବରେ ଏହାକୁ ବଡ ଧୂମଧାମ ସହକାରେ ପାଳନ କରାଯାଉଛି। ଚଳିତ ବର୍ଷ ଦୁଇଟି ଭିନ୍ନ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ‘ଥିମ୍’ ଚୟନ କରାଯାଇଛି । ବିଶ୍ୱର ବିଭିନ୍ନ ସଂସ୍ଥା ଓ ଜାତିସଂଘ ନିଜ … Read More

ଦେଶୀ ବନ୍ଧୁକ ସହ ଶିମିଲିପାଳ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ

ମୟୁରଭଞ୍ଜ : ଶିମିଲିପାଳ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ ।  ଦୁଇ ଦେଶୀ ବନ୍ଧୁକ ଜବତ । ଧରାଇଲା AI କ୍ୟାମେରା ।  ଶିମିଲିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଶିକାରୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ … Read More

ପୁତ୍ର ସନ୍ତାନ ଜନ୍ମ କଲେ ନବମ ଶ୍ରେଣୀ ଛାତ୍ରୀ, ଥାନାରେ ମାମଲା

କନ୍ଧମାଳରେ : କନ୍ଧମାଳରେ ଲଜ୍ଜା ।  ପୁତ୍ର ସନ୍ତାନ ଜନ୍ମ କଲେ ଜଣେ ନବମ ଶ୍ରେଣୀ ଛାତ୍ରୀ ।  ହଷ୍ଟେଲରେ ରହୁଥିବା ଜଣେ ଅନ୍ତେବାସୀ ଶିଶୁପୁତ୍ର ଜନ୍ମ କରିଛନ୍ତି । କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ବ୍ଳକ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ … Read More

ଏପ୍ରିଲ ୮ରେ ମହମ୍ମଦ ମୋକିମଙ୍କ ନୂଆ ଦଳ

କଟକ : ଓଡିଶା ଜନତା କଂଗ୍ରେସ ହେବ ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ  ।  ଦଳର ନାଁ ‘ଓଡିଶା ଜନତା କଂଗ୍ରେସ ‘ ହେଉଥିବା ବେଳେ ଦଳୀୟ ପତାକାର ଚିତ୍ର ସାମ୍ନାକୁ ଆଣିଛନ୍ତି ମହମ୍ମଦ ମୋକିମ ।  ଦଳର ନାଁ ସମ୍ପର୍କରେ … Read More

ଟପ୍ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ, ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍

ରାଉରକେଲା: ଘେରାବନ୍ଦୀରେ କୋଟିଏ ଟଙ୍କିଆ ଟପ୍ ମାଓବାଦୀ । ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍ । ଓଡ଼ିଶା-ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ । ଚାଲିଛି ଭୀଷଣ ଗୁଳି ବିନିମୟ । ଟପ୍ ମାଓ ନେତା ମିସିର … Read More

ଘରେ ପଶିଗଲା ଆମ୍ବୁଲାନ୍ସ , ୩ ଗୁରୁତର

ଦଶପଲ୍ଲା: ରାତିଅଧରେ ଘରେ ପଶିଗଲା ଆମ୍ବୁଲାନ୍ସ । ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ବୌଦ୍ଧ – ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଦଶପଲ୍ଲାରେ ରାସ୍ତା କଡରେ ଥିବା ବାବୁଲା ଗନ୍ତାୟତଙ୍କ ଘରକୁ … Read More