୯ ତାରିଖ ଯାଏଁ ଛେଚିବ ବର୍ଷା: ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ଵର: ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଏକ ନିମ୍ନ ଚାପରେଖା … Read More

କୋଲାବ ଜଳଭଣ୍ଡାରରେ ବୁଡି ନବୋଦୟ ବିଦ୍ୟାଳୟର ୩ ଛାତ୍ର ମୃତ

କୋରାପୁଟ: କୋରାପୁଟ ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଖବର। କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜବାହର ନବୋଦୟ ବିଦ୍ୟାଳୟର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ବିୟୋଗ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଘୋର … Read More

ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା ।  ଓଡ଼ିଶାରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି ।  ଏହି ପରିପ୍ରେକ୍ଷୀରେ ବିଜେଡି ଓ … Read More

ପୋକ୍ସୋ ଆଇନରେ ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା

କଟକ : ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ ।  ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା। ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ … Read More

ପୋଖରୀରେ ବୁଡ଼ିଗଲେ ୨ ନାବାଳିକା

ମୟୁରଭଞ୍ଜ: ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ସଲିଳ ସମାଧି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗାଁରେ।  ଦାଣ୍ଡଘାଟ ଦେହୁରୀ ସାହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇ ସାଙ୍ଗ ୭ ବର୍ଷ ର … Read More

ଆତ୍ମସମର୍ପଣ କଲେ ୧୨୪ ମାଓବାଦୀ

ମାଲକାନଗିରି : ମାର୍ଚ୍ଚ ୩୧ ପୂର୍ବର ସମାପ୍ତ ହେବ ଲାଲଗଡ଼ । ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ୧୨୪ଜଣ ମାଓବାଦୀ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ … Read More

ଭିଜିଲାନ୍ସ ଜାଲରେ ଜଳସଂପଦ ବିଭାଗ ଯନ୍ତ୍ରୀ, ଘରୁ ବାହାରିଲା ପୁଳା ପୁଳା ଟଙ୍କା

ମାର୍ଶାଘାଇ :  ଭିଜିଲାନ୍ସ ଜାଲରେ ଜଳସଂପଦ ବିଭାଗର କୋଟିପତି ଯନ୍ତ୍ରୀ ।  ଘରୁ ବାହାରିଲା ପୁଳା ପୁଳା ଟଙ୍କା । ନଗଦ ସାଢ଼େ ୪ ଲକ୍ଷ ଟଙ୍କା  ଜବତ ।   କେନ୍ଦ୍ରାପଡ଼ା  ଜିଲ୍ଲା ଡେରାବିଶ ଇରିଗେସନ ସବ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ … Read More

ସ୍କୁଲ ବନ୍ଦକୁ ନେଇ ଦୁଇ ସାହି ମୁହାଁମୁହିଁ

ଦଶପଲ୍ଲା : ସ୍କୁଲ ବନ୍ଦ ଯୋଗୁ ଦୁଇ ସାହି ମୁହାଁମୁହିଁ । ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡା ସ୍କୁଲ ବନ୍ଦ ଯୋଗୁ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ।  ଛାତ୍ର ମୃତ୍ୟୁକୁ ନେଇ ଦୀର୍ଘ ମାସେ ହେଲା ସ୍କୁଲ ବନ୍ଦ ରହିଛି … Read More

ଛାତ୍ରୀଙ୍କୁ ଅସଦାଚରଣ: ହିନ୍ଦୀ ଶିକ୍ଷକ ଅଟକ

ବାସୁଦେବପୁର:  ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ  । ଥାନାରେ ଶିକ୍ଷକ ଅଟକ ।  ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି  । ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ … Read More

ପିଟିଦେଲା ହାଇୱା, ଚାଲିଗଲା ୩ ଜୀବନ

ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଭୟଙ୍କର ସଡକ ଦୁର୍ଘଟଣା । ପିଟିଦେଲା ହାଇୱା, ଚାଲିଗଲା ୩ ଜୀବନ। ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇୱା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ତିନି ଜଣ ଯୁବକ ବାଇକରେ … Read More