ପିଲାଚୋର ଭାବି ନିର୍ଦ୍ଧୁମ ଛେଚିଲେ, ଚାଲିଗଲା ଯୁବକଙ୍କ ଜୀବନ; ଜଣେ ଅଟକ

ବାସୁଦେବପୁର : ପିଲା ଚୋର ଭାବି ମାଡ ମାରିବା ମହଙ୍ଗା ପଡିଲା। ମାଡ ମାରିବା ପରଦିନ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଧାମରା- ବାସୁଦେବପୁର ରାସ୍ତାର ଚାନ୍ଦିମାଳ ଛକ ଠାରେ ଅଜଣା ବ୍ୟକ୍ତିଙ୍କ … Read More

ଭିତରକାଠ ଦର୍ଶନ ପାଇଁ ଅଡ଼ି ବସିଲେ ସେବାୟତ, ନୀତିକାନ୍ତି ବିଳମ୍ବ

ପୁରୀ:ଚନ୍ଦ୍ରଗ୍ରହଣ ପରିପ୍ରେକ୍ଷୀରେ ୧ ଓ ୨ ତାରିଖ ଭକ୍ତଙ୍କ ଭିତରକାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଖୁଣ୍ଟିଆ ମେକାପ ଏବଂ ଖୁଣ୍ଟିଆ ସେବାୟତ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତିରେ ବିଳମ୍ବ ଘଟିଛି … Read More

ଏଣିକି ସବୁ ଜିଲାରେ ହେବ ପୁସ୍ତକ ମେଳା

ଭୁବନେଶ୍ବର: ପୁସ୍ତକମେଳା କ୍ଷେତ୍ରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏଣିକି ପ୍ରତି ଜିଲାରେ ହେବ ପୁସ୍ତକମେଳା। ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ ଏହା ପ୍ରାୟତଃ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ … Read More

ଚନ୍ଦ୍ରଗ୍ରହଣ ପାଇଁ ୧୩ ଘଣ୍ଟା ବନ୍ଦ ରହିବ ବାବାମଣିଙ୍କ ଦର୍ଶନ

ଆରଡି: ମାର୍ଚ୍ଚ ୩ ତାରିଖ ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମନ୍ଦିର ପରମ୍ପରା ଅନୁଯାୟୀ, ଗ୍ରହଣର ପାକ ତ୍ୟାଗଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦେବନୀତି ସହ ପୂଜାର୍ଚ୍ଚନା ବନ୍ଦ … Read More

ହାତୀ ଆକ୍ରମଣରେ ଜଣେ ମୃତ

ଯୋଡ଼ା : ହାତୀ ଆକ୍ରମଣରେ ଜଣେ ମୃତ । ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ହିରାପୁର ନିକଟରେ ଘଟିଛି ଘଟଣା । ଗତ ରାତି ୧୧ଟା ବେଳେ ମନୋହରପୁର ଗାଁର ବାହାଦୁଲା ଓରାମଙ୍କୁ ହାତୀ ଶୁଣ୍ଢରେ ଟେକି ଫିଙ୍ଗି ଦେବାରୁ ସେ ଗୁରୁତର … Read More

ଡ୍ୟୁଟି ବେଳେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ, କ୍ଷତିପୂରଣ ଦାବିରେ ମୃତଦେହ ନେଲେନି ପରିବାର ଲୋକେ

କେନ୍ଦୁଝର : କେନ୍ଦୁଝରରେ ଡ୍ୟୁଟି କରୁଥିବା ସମୟରେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ । କ୍ଷତିପୂରଣ ସହ ବିଧବା ସ୍ତ୍ରୀଙ୍କୁ ଏକ ଚାକିରି ଦେବା ଦାବିରେ ମୃତଦେହ ନେଉ ନାହାନ୍ତି ପରିବାର ଲୋକେ । କେନ୍ଦୁଝର ପଦ୍ମପୁର ଅଞ୍ଚଳର ସୁଶିଲ କୁମାର ସାହୁ , … Read More

ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ବାଲୁଦା ଥାନାରେ ଆତ୍ମସମର୍ପଣ କଲେ ୧୫ ଜଣ ମାଓବାଦୀ । BBM ବଲାଙ୍ଗୀର, ବରଗଡ଼ ଏବଂ ମହା ସମୁଦ୍ର ମାଓ ସଂଗଠନର ସକ୍ରିୟ ୧୫ ହାର୍ଡକୋର … Read More

୨୦୦ ପିଲାଙ୍କ ପାଇଁ ୪ଟି କୁକୁଡ଼ା, ଚିକେନ୍ ତରକାରୀ ନାଁରେ ମିଳିଲା ଖାଲି ପାଣି

ମାଲକାନଗିରି : ଦୁଇଶହ ପିଲାଙ୍କ ପାଇଁ ୪ଟି କୁକୁଡ଼ା । ଚିକେନ୍ ତରକାରୀ ନାଁରେ ଖାଲି ପାଣି । ମାଲକାନଗିରି ସଦର ମହକୁମା ତଣ୍ଡାପାଲି ପଞ୍ଚାୟତର ଏମଭି-୧୬ ନମ୍ବର ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ … Read More

ମାଓ କ୍ୟାମ୍ପ୍ ଠାବ, ମାଟି ତଳୁ ୪୬ଲକ୍ଷ ଟଙ୍କା ଜବତ

ଛତିଶଗଡ଼ : ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲାରେ ମାଓକ୍ୟାମ୍ପ ଠାବ । ମେନପୁର ଥାନା ବଡ଼ଗୋବରା ଗାଁ ନିକଟସ୍ଥ ସାପସାଟି ପାହାଡରୁ ଠାବ ହୋଇଛି ମାଓକ୍ୟାମ୍ପ । ମାଟିତଳୁ ୪୬ଲକ୍ଷ ୩୧ହଜାର ୫ଶହ ଟଙ୍କା ମଧ୍ଯ ଜବତ ହୋଇଛି । … Read More

ୟୁଟ୍ୟୁବର ରାକେଶ ମହାରଣାଙ୍କୁ ହତ୍ୟା

ଭୁବନେଶ୍ୱର : ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା । ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ମହାରଣା । ଗତକାଲି ରାତିରେ ମୃତକ ଓ … Read More