ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଯୁବକଙ୍କୁ ମାରିଲା କିଏ ? ବିଲଡରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଲିଙ୍ଗରାଜ ଷ୍ଟେସନର ଟ୍ରାକରୁ ବିଲଡରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ । ମୃତକ ହେଲେ ବୋତଣ୍ଡାର ପପୁ ବେହେରା । ଜମି ଓ ପ୍ଲଟ … Read More

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି, ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ

ପୁରୀ : ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ସୁନା ବେଶ ଅନୁଷ୍ଠିତ ସହ ଦୋଳ ବେଦୀ ଠାରେ ସ୍ୱତନ୍ତ୍ର ଦୋଳ ନୀତି ହେବ … Read More

୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି !

ପୁରୀ  : ମାର୍ଚ୍ଚ ୨୫ରୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି !। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମାହେନ୍ଦ୍ର ବେଳା ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ହେବ ଗଣତିମଣତି। ମଧ୍ୟାହ୍ନ ୧୨ଟା୧୨ମିନିଟରୁ ଦିନ ଗୋଟାଏ ୪୫ … Read More

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଫ୍ଲାଇଂ ସ୍କ୍ୱାଡ୍ ହାତରେ ଧରାପଡ଼ିଲେ ୩ ଶିକ୍ଷକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ଧରାପଡିଲା ଶିକ୍ଷକଙ୍କ କାଣ୍ଡ। ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଂ ସ୍କ୍ବାଡ୍‌ । ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ … Read More

ହୋଲିରେ ଆଇନ ହାତକୁ ନେଲେ ନିଆଯିବା କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ହୋଲିରେ ମତୁଆଲା ହେବା ପାଇଁ ଏବେ ସମସ୍ତେ ପ୍ରସ୍ତୁତ। ରାଗ ରୁଷାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିବାର ମଜା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ଵତନ୍ତ୍ର ହୋଇଥାଏ। ହେଲେ ହୋଲିରେ କିଛି ବିଶୃଙ୍ଖଳା … Read More

ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି। ହୋଲିରେ ତାତି ଦେଖାଇବ ତାଉ, ଆହୁରି ବଢ଼ିବ ଖରା। ଏବେଠୁ ଡରେଇଲାଣି ଖରା । ଦିନ ଦଶଟା ପରେ ଘରୁ ବାହାରିଲେ ଦେହ ଜଳି ପୋଡି ଗଲାଭଳି ଲାଗୁଛି । ମାର୍ଚ୍ଚ ପହିଲାରୁ … Read More

ଜିନ୍ଦଲ ଓ ବିଏମସି ମିଳିତ ଆନୁକୂଲ୍ୟରେ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ

ଭୁବନେଶ୍ବର: ସାମୁଦାୟିକ କଲ୍ୟାଣ ଏବଂ ଉନ୍ନତ ସହରାଞ୍ଚଳ ପରିମଳ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରି ଜିନ୍ଦଲ ଫାଉଣ୍ଡେସନ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସହିତ ମିଳିତ ଭାବରେ, ସହର ସାରା ସାର୍ବଜନୀନ କାର୍ଯ୍ୟକ୍ରମ, ଉତ୍ସବ ଏବଂ ବଡ଼ ସମାବେଶ ସମୟରେ … Read More

ସରିଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ କୃତି ପ୍ରତିଯୋଗୀ ପୁରସ୍କୃତ

ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ … Read More

ଯୁଦ୍ଧ ସ୍ଥିତି ନେଇ ଟେଲିଫୋନ୍‌ରେ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ମଧ୍ୟ-ପୂର୍ବ ଏସିଆ ଭୟଙ୍କର ଯୁଦ୍ଧର ନିଆଁରେ ଜଳୁଛି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଗୋଟିଏ ପରେ ଗୋଟିଏ ବଡ଼ ଆକ୍ରମଣ କରିଚାଲିଛନ୍ତି। ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ସମେତ ବହୁ ସଂଖ୍ୟକ ଶୀର୍ଷ ନେତାଙ୍କ ମୃତ୍ୟୁ … Read More

ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ କଲା ଇରାନ !

ନୂଆଦିଲ୍ଲୀ : ଇରାନର ବଡ଼ ଦାବି ।  ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ । ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେଇଛି । ସୋମବାର ଦିନ ଇରାନର ସେନା ବାହିନୀ ‘ଇସଲାମିକ୍ ରିଭୋଲ୍ୟୁସନାରୀ … Read More