କଟକରେ ଲେଜର ଲାଇଟ ବ୍ୟାନ କଲେ ହାଇକୋର୍ଟ

କଟକ : ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ । କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର । ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା । ରୋଷଣୀ ଆଦିରେ ଡିଜେ ବ୍ୟବହାର … Read More

ଖରାଦିନ ନ ହେଉଣୁ ଜଳିଲାଣି ଜଙ୍ଗଲ

ବାଙ୍କି : ଖରାଦିନ ଆସିନି । ଏବେଠୁ ଜଳିଲାଣି ଜଙ୍ଗଲ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋପବନ୍ଧୁ ନଗରଠାରୁ ଖଏରପଙ୍ଗା ରାସ୍ତା କଡ଼ରେ ଥିବା ପଟାଶ ଜଙ୍ଗଲରେ ନିଆଁ ଲାଗିଛି । ହୁ ହୁ ହୋଇ ଜଳୁଛି ୪ ଏକରରୁ ଅଧିକ … Read More

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ … Read More

୩ ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତିମଣତି ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ହାଇକୋର୍ଟଙ୍କ ୩ ମାସର ଡେଡ୍ ଲାଇନ । ୧୯୭୮ର ​ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହିପରି ରତ୍ନ ଭଣ୍ଡାର ଚାବି ହଜିବା … Read More

ବ୍ଲକ୍ ଜିପରେ ତେଲ ପକାଇବା ନାଁରେ ସରକାରଙ୍କ ଟଙ୍କା ଲୁଟି ନେଲେ ବିଡିଓ !

ବାଙ୍କୀ: ସରକାରୀ ବାବୁ କରୁଛନ୍ତି ମହା ଘୋଟାଲା । ସରକାରୀ ଗାଡ଼ିରେ ତେଲ ପକାଇବା ବାହାନାରେ ନିଜ ବ୍ୟକ୍ତିଗତ ଗାଡ଼ିରେ ତେଲ ପକାଇବା ପାଇଁ ସରକାରଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ । ଗ୍ରାମାଞ୍ଚଳରେ ନୂତନ ଭାବେ ଉନ୍ନୟନ ମୂଳକ କାର୍ଯ୍ୟ … Read More

ପ୍ରକାଶ ପାଇଲା OTET ଫଳାଫଳ; ୧ ଲକ୍ଷ ୬ ହଜାର ୪୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

କଟକ : ପ୍ରକାଶ ପାଇଲା OTET ରେଜଲ୍ଟ । OTET-୨୦୨୫ ଫଳାଫଳ ପ୍ରକାଶ ପାଇଛି। ୧୭ ଡିସେମ୍ବରରେ ହୋଇଥିବା ପରୀକ୍ଷାର ରେଜଲ୍ଟ ବାହାରିଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପର-୨ରେ ୧ ଲକ୍ଷ ୮ ହଜାର … Read More

ଜମି କିଣାବିକାରେ ଆଉ ହେବନି ଠକେଇ, ପଟ୍ଟାରେ ଲାଗିବ କ୍ୟୁଆର କୋଡ

ଭୁବନେଶ୍ୱର : ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା ।  ପଟ୍ଟାରେ ଥିବା କ୍ୟୁଆର କୋଡକୁ ସ୍କାନ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ … Read More

ମୋହନ-ନବୀନ ଗୀତକୁ ନେଇ କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଜଳେଶ୍ୱର : ମୋହନ-ନବୀନ ଗୀତକୁ ନେଇ ଗଣ୍ଡଗୋଳ । କଲେଜରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ । ବାଲେଶ୍ବର ଜିଲ୍ଲା ଅମର୍ଦ୍ଦାରୋଡ଼ସ୍ଥିତ ସିଦ୍ଧେଶ୍ବର ମହାବିଦ୍ଯାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମହାବିଦ୍ଯାଳୟର ବାର୍ଷିକ ଉତ୍ସବ ସମାପନ ହେବା ପରେ ଅପରାହ୍ଣରେ ସାଂସ୍କୃତିକ … Read More

କେନ୍ଦ୍ରୀୟ ଶ୍ରମ ଆଇନ ବିରୋଧରେ ୧୨ ଘଣ୍ଟିଆ ଭାରତ ବନ୍ଦ, ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ । ଦେଶର ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା । ଦେଶବ୍ୟାପୀ ଚକାଜାମ୍ । ୧୨ ଦଫା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା । … Read More

ବାଇକକୁ ଧକ୍କା ଦେଇ ଜଳିଗଲା କଣ୍ଟେନର: ୧ ମୃତ, ଜଣେ ଗୁରୁତର

ନୟାଗଡ଼: ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର ।  ବାଇକକୁ ପଛପଟୁ ଧକ୍କା ଦେଇ ଜଳିଗଲା ଦ୍ରୁତଗାମୀ କଣ୍ଟେନର। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ NH ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ।  କୃଷ୍ଣଚନ୍ଦ୍ରପୁରର ଦୁଇ … Read More