ନୂଆବର୍ଷରେ କଟକରେ ବୋମା ମାଡ଼, ଗ୍ରାମବାସୀ ଆତଙ୍କିତ

କଟକ: କଟକ ବାଙ୍କି ଅଞ୍ଚଳର ତାଳବସ୍ତା ଗାଁରେ ଏକ ଘର ଉପରେ ବୋମା ମାଡ଼ ପରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ। କିଛି ଦୁର୍ବୃତ୍ତମାନେ ଚିନ୍ତାମଣି ବେହେରାଙ୍କ ଘର ଉପରେ ବୋମା ଫିଙ୍ଗି ପଳାଇ ଥିଲେ। ଘରର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତି … Read More

ଶତ୍ରୁଙ୍କ ଉପରେ ବର୍ଷିବ ‘ପ୍ରଳୟ’, ଛାନିଆ ଚୀନ୍-ପାକିସ୍ତାନ

ନୂଆଦିଲ୍ଲୀ/ଭୁବନେଶ୍ବର: : ଶତ୍ରୁଙ୍କ ଉପରେ ବର୍ଷିବ ‘ପ୍ରଳୟ’| ଛାନିଆ ଚୀନ୍ ଏବଂ ପାକିସ୍ତାନ| ଡିଆରଡିଓ ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍ କ୍ଷେପଣ କରିଛି, ଯାହା ଶତ୍ରୁକୁ ଏକ ଦୃଢ଼ ବାର୍ତ୍ତା … Read More

ଘନ କୁହୁଡି ପାଇଁ ବିମାନ ସେବା ପ୍ରଭାବିତ, ୫ ବିମାନର ଦିଗ ପରିବର୍ତ୍ତନ

ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ଘନ କୁହୁଡ଼ିରେ ଘୋଡ଼ାଇ ହୋଇପଡିଥିଲା ରାଜଧାନୀ। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଆଉ ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନବନ୍ଦର ଅଧିକାରୀଙ୍କ … Read More

ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଗହଳି

ପୁରୀ:ବିଦାୟ ନେଇଛି ବର୍ଷ ୨୦୨୫। ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ ୨୦୨୬(Happy New Year 2026) । ସବୁଠି ଇଂରାଜୀ ନବବର୍ଷକୁ ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ତେବେ ବର୍ଷର ପ୍ରଥମ ଦିନରେ … Read More

ପଦୋନ୍ନତି ପରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

ଭୁବନେଶ୍ବର: ଅରବିନ୍ଦ ପାଢୀଙ୍କ ପଦୋନ୍ନତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଛି । ପଦୋନ୍ନତି ପରେ ମଧ୍ୟ … Read More